ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ରାଜ୍ୟ ସରକାର ଶୁକ୍ରବାର ଆଇଏଏସସ୍ତରରେ କେତେକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୮ ବ୍ୟାଚ୍‌ ଆଇଏଏସ୍‌ ବି.ପରମେଶ୍ୱରଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ବି.ସ୍ୱଧାଦେବଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣର ଅତିରିକ୍ତ କମିଶନର, ୨୦୦୩ ବ୍ୟାଚ୍ ଆଇଏଏସ୍ ଧୀରେନ୍ କୁମାର ପଟ୍ଟନାୟକଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର, ୨୦୦୫ ବ୍ୟାଚ୍ ଆଇଏଏସ୍‌ ରତ୍ନାକର ରାଉତଙ୍କୁ ‘ଓରେଡା’ର […]

Odisha-

Tapaswini Nayak
  • Published: Saturday, 08 September 2018
  • , Updated: 08 September 2018, 05:46 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ରାଜ୍ୟ ସରକାର ଶୁକ୍ରବାର ଆଇଏଏସସ୍ତରରେ କେତେକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୮ ବ୍ୟାଚ୍‌ ଆଇଏଏସ୍‌ ବି.ପରମେଶ୍ୱରଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ବି.ସ୍ୱଧାଦେବଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣର ଅତିରିକ୍ତ କମିଶନର, ୨୦୦୩ ବ୍ୟାଚ୍ ଆଇଏଏସ୍ ଧୀରେନ୍ କୁମାର ପଟ୍ଟନାୟକଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର, ୨୦୦୫ ବ୍ୟାଚ୍ ଆଇଏଏସ୍‌ ରତ୍ନାକର ରାଉତଙ୍କୁ ‘ଓରେଡା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ଆଇଏଏସ୍‌ ଶରତ ଚନ୍ଦ୍ର ନାୟକଙ୍କୁ କଟକ ମହାନଗର ନିଗମର କମିଶନର ଭାବେ ବଦଳି କରାଯାଇଛି।

 

Related story