ଚାରି ଜିଲ୍ଲାରେ ନୂଆ ଜିଲ୍ଲାପାଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇଏଏସ୍‌ ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ କରାଯାଇଛି। ଚାରିଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ସୁରେନ୍ଦ୍ର କୁମାର ମୀନାଙ୍କୁ ସୁନ୍ଦରଗଡ଼ର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବିନୀତ ଭରଦ୍ୱାଜ ମୟୂରଭଞ୍ଜର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି।  ଅରିନ୍ଦମ ଡାକୁଆ ବଲାଙ୍ଗିରର ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ବେଳେ ଏନ୍ ଥୀରୁମାଳା ନାୟକ ନୟାଗଡ଼ର ଜିଲ୍ଲାପାଳ ହୋଇଛନ୍ତି।

ias

Rakesh Mallick
  • Published: Saturday, 21 April 2018
  • , Updated: 21 April 2018, 09:40 PM IST

Related story