ଆଇପିଏସ୍ ବଦଳି: ବିନୟାନନ୍ଦ ଓଏସଡି, ସୁଧାଂଶୁଙ୍କୁ ୫ମାସ ପରେ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଆଇପିଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଡିଜି ପାହ୍ୟାକୁ ପଦୋନ୍ନତିରୁ ବଂଚିତ ଥିବା ବରିଷ୍ଠ ଆଇପିଏସ୍ ବିନୟାନନ୍ଦ ଝା’ଙ୍କୁ ଆଜି ଗୃହ ବିଭାଗର ଓଏସଡି ଭାବେ ବଦଳି କରିଥିବାବେଳେ ଦୀର୍ଘ ୫ମାସ ହେଲା ବିନା କାର୍ଯ୍ୟରେ ଗୃହ ବିଭାଗର ଓଏସଡି ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୁଣିଥରେ କାର୍ଯ୍ୟଭାର ନ୍ୟସ୍ତ ହୋଇଛି। ଚଳିତମାସ ଶେଷ ସପ୍ତାହରେ ନୂଆ ପୁଲିସ ଡିଜି ଚୟନ ପାଇଁ ୟୁପିଏସସି ବୈଠକ ଡାକିଥିବାବେଳେ ଆଜିର […]

dgp-office

dgp-office

Ordigital Desk
  • Published: Wednesday, 17 November 2021
  • Updated: 17 November 2021, 10:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଆଇପିଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଡିଜି ପାହ୍ୟାକୁ ପଦୋନ୍ନତିରୁ ବଂଚିତ ଥିବା ବରିଷ୍ଠ ଆଇପିଏସ୍ ବିନୟାନନ୍ଦ ଝା’ଙ୍କୁ ଆଜି ଗୃହ ବିଭାଗର ଓଏସଡି ଭାବେ ବଦଳି କରିଥିବାବେଳେ ଦୀର୍ଘ ୫ମାସ ହେଲା ବିନା କାର୍ଯ୍ୟରେ ଗୃହ ବିଭାଗର ଓଏସଡି ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୁଣିଥରେ କାର୍ଯ୍ୟଭାର ନ୍ୟସ୍ତ ହୋଇଛି। ଚଳିତମାସ ଶେଷ ସପ୍ତାହରେ ନୂଆ ପୁଲିସ ଡିଜି ଚୟନ ପାଇଁ ୟୁପିଏସସି ବୈଠକ ଡାକିଥିବାବେଳେ ଆଜିର ଆଇପିଏସସ୍ତରରେ ଅଦଳବଦଳକୁ ବେଶ୍ ଗୁରୁତ୍ୱ ଦିଆଯାଉଛି।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୮ ମସିହା ବ୍ୟାଚ ଆଇପିଏସ୍ ତଥା ଓଡ଼ିଶା ମାନବାଧିକାର କମିଶନ ଏଡିଜି ବିନୟାନନ୍ଦ ଝା’ଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି । ରାଜ୍ୟ ସରକାର ପୂର୍ବରୁ ତାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତିରୁ ବଂଚିତ କରି ତାଙ୍କ ତଳେ ଥିବା ଅରୁଣ କୁମାର ରାୟଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଥିଲେ।

ସେହିପରି ୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଓଡ଼ିଶା ମାନବାଧିକାର କମିଶନ ଅତିରିକ୍ତ ଡିଜି(ଏଡିଜି) ଭାବେ ବଦଳି କରାଯାଇଛି। ସେ ରେଳବାଇ ଓ ଉପକୂଳ ସୁରକ୍ଷା ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଗତ ଜୁନ୍ ମାସରେ ଓଡ଼ିଶା ପୁଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସିଏମଡି ପଦରୁ ଅପ୍ରତ୍ୟାଶିତ ଭାବେ ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଥିଲା । ତେବେ ଆଜି ତାଙ୍କ ଉପରେ ସରକାର ପୁଣିଥରେ ଭରସା କରି ତାଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ଏଡିଜି ଭାବେ କାର୍ଯ୍ୟଭାର ନ୍ୟସ୍ତ କରିଛନ୍ତି । ଗତ ୯ ମାସ ମଧ୍ୟରେ ଏହା ଶ୍ରୀ ଷଡ଼ଙ୍ଗୀଙ୍କର ତୃତୀୟ ବଦଳି।

ସେହିପରି ୨୦୦୩ ବ୍ୟାଚ୍ ଆଇପିଏସ୍ କେ. ସଫିନ୍ ଅହମ୍ମଦଙ୍କୁ ଅଗ୍ନିଶମ ସେବା ଓ ହୋମଗାର୍ଡ ଆଇଜି ଭାବେ ବଦଳି କରାଯାଇଛି । ସଫିନ୍ ଏବେ ଟେକନିକାଲ ଆଇଜି ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ୨୦୧୩ ବ୍ୟାଚ୍ ଆଇପିଏସ୍ ତଥା କ୍ରାଇମବ୍ରାଂଚ ଏସପି ଏଲ୍‌. ଦିବ୍ୟା ଭିଙ୍କୁ ଢେଙ୍କାନାଳ ପୁଲିସ ଏସପି ଭାବେ ବଦଳି କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story