ଆଜି ଅପରାହ୍ନରେ ଗଡ଼ିବନି ‘ମୋ ବସ୍’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ନରେ ବନ୍ଦ ରହିବ ‘ମୋ ବସ୍’ ସେବା । ଦୀପାବଳି ପାଇଁ  ଅପରାହ୍ନରୁ ରାଜଧାନୀରେ ଗଡ଼ିବନି ମୋ ବସ୍ । କେବଳ ୧୫ଟି ରୁଟ୍‌ରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ ମୋ ବସ୍ । ଦୀପାବଳିକୁ ଦୃଷ୍ଟିରେ ରଖି ପାସ୍ କାଉଣ୍ଟର ଓ ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲକୁ ମଧ୍ୟ ବନ୍ଦ କରାଯାଇଛି । ମୋ ବସ୍ ଚଳାଚଳ କଟକଣା ନେଇ CRUT  ପକ୍ଷରୁ ସୂଚନା ଦିଆଯାଇଛି।

mo-bus-1-1

mo-bus-1-1

Niharika Rout
  • Published: Saturday, 14 November 2020
  • Updated: 14 November 2020, 08:04 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ନରେ ବନ୍ଦ ରହିବ ‘ମୋ ବସ୍’ ସେବା । ଦୀପାବଳି ପାଇଁ  ଅପରାହ୍ନରୁ ରାଜଧାନୀରେ ଗଡ଼ିବନି ମୋ ବସ୍ । କେବଳ ୧୫ଟି ରୁଟ୍‌ରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ ମୋ ବସ୍ ।

ଦୀପାବଳିକୁ ଦୃଷ୍ଟିରେ ରଖି ପାସ୍ କାଉଣ୍ଟର ଓ ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲକୁ ମଧ୍ୟ ବନ୍ଦ କରାଯାଇଛି । ମୋ ବସ୍ ଚଳାଚଳ କଟକଣା ନେଇ CRUT  ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos