ଓଏମଆର ସିଟ୍ ହଜିବା ଘଟଣା: ଅଟକି ନାହିଁ ରେଜଲଟ୍‌

କଟକ(ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ ପରୀକ୍ଷା ବେଳେ ମାଲକାନଗିରି ଜିଲ୍ଲାର ପଡ଼ିଆ SSV ହାଇସ୍କୁଲର OMR ସିଟ୍ ହଜି ଯାଇଥିଲା। ୧୦୮ଟି ଓଏମ୍ଆର୍ ସିଟ୍  ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପରୀକ୍ଷା କମିଟିର ସୁପାରିଶ ଅନୁସାରେ ଏକ ସ୍ୱତନ୍ତ୍ର ଫର୍ମୁଲା ଅନୁଯାୟୀ ସେହି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରୋସେସ୍ କରାଯାଇଥିବା ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଜାହାନ ଆରା ବେଗମ୍ । ଲିଖିତ ଉତ୍ତରକୁ ଦେଖି ସେହି ଅନୁସାରେ ମାର୍କ ଦିଆଯାଇଥିବା ଜଣାପଡ଼ିଛି। ସେପଟେ ୩ଟି ସ୍କୁଲ୍‌ରେ କପି […]

cc

Tapas Behera
  • Published: Tuesday, 21 May 2019
  • , Updated: 21 May 2019, 01:26 PM IST

କଟକ(ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ ପରୀକ୍ଷା ବେଳେ ମାଲକାନଗିରି ଜିଲ୍ଲାର ପଡ଼ିଆ SSV ହାଇସ୍କୁଲର OMR ସିଟ୍ ହଜି ଯାଇଥିଲା। ୧୦୮ଟି ଓଏମ୍ଆର୍ ସିଟ୍  ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପରୀକ୍ଷା କମିଟିର ସୁପାରିଶ ଅନୁସାରେ ଏକ ସ୍ୱତନ୍ତ୍ର ଫର୍ମୁଲା ଅନୁଯାୟୀ ସେହି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରୋସେସ୍ କରାଯାଇଥିବା ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଜାହାନ ଆରା ବେଗମ୍ ।

ଲିଖିତ ଉତ୍ତରକୁ ଦେଖି ସେହି ଅନୁସାରେ ମାର୍କ ଦିଆଯାଇଥିବା ଜଣାପଡ଼ିଛି। ସେପଟେ ୩ଟି ସ୍କୁଲ୍‌ରେ କପି ପାଇଁ ଇଂରାଜୀ ପରୀକ୍ଷା ସମୂହ ବାତିଲ ହୋଇଛି । ଇଂରାଜୀ ପରୀକ୍ଷା ବାତିଲ ହୋଇଥିବା ପରୀକ୍ଷାର୍ଥୀ ସପ୍ଲିମେଣ୍ଟାରୀ ଦେବେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର।

Related story