ଗଛରେ ପିଟି ହେଲା କାର୍‌: ୩ ମୃତ, ୩ ଆହତ

ଆନନ୍ଦପୁର(ମୁନ୍ନା ସିଂ): କେନ୍ଦୁଝର ଜିଲ୍ଲା କରଞ୍ଜିଆ- ଆନନ୍ଦପୁର ରାସ୍ତାର ବାଙ୍ଖିଡ଼ି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଗଛରେ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭଗ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଛନ୍ତି। କାର୍‌ଟି ଠାକୁରମୁଣ୍ଡାରୁ ଆନନ୍ଦପୁର ଆସିବା ବାଟରେ ଏହି ଦୁର୍ଘଟଣା ଘଟିଛି।

accident 1

Rakesh Mallick
  • Published: Saturday, 30 June 2018
  • , Updated: 30 June 2018, 07:45 AM IST

ଆନନ୍ଦପୁର(ମୁନ୍ନା ସିଂ): କେନ୍ଦୁଝର ଜିଲ୍ଲା କରଞ୍ଜିଆ- ଆନନ୍ଦପୁର ରାସ୍ତାର ବାଙ୍ଖିଡ଼ି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଗଛରେ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭଗ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଛନ୍ତି।

କାର୍‌ଟି ଠାକୁରମୁଣ୍ଡାରୁ ଆନନ୍ଦପୁର ଆସିବା ବାଟରେ ଏହି ଦୁର୍ଘଟଣା ଘଟିଛି।

Related story