ଅଙ୍ଗନବାଡ଼ି କେନ୍ଦ୍ରରୁ ଫେରୁଥିବା ଛାତ୍ରୀଙ୍କୁ ପିଟିଦେଲା କାର୍‌, ଚାଲିଗଲା ଜୀବନ

ନୀଳଗିରି (ବିଶ୍ୱମ୍ଭର ଦାସ): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଆମ୍ବୁଡ଼ିଆ ଛକରେ ଏକ କାର୍‌ ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ  ବର୍ଷା ସିଂ(୬ବର୍ଷ)। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଗାଡ଼ିକୁ ଜବତ କରିବା ସହ ଗାଡ଼ିମାଲିକକୁ ନୀଳଗିରି ଥାନାରେ ଅଟକ ରଖିଛି । ଏଥିସହ  ଘଟଣାର ତଦନ୍ତ ଜାରି ରଖିଛି। ବର୍ଷା ଅଙ୍ଗନବାଡ଼ି କେନ୍ଦ୍ରରୁ ଫେରୁଥିବା ବେଳେ […]

girl,,,

Rakesh Mallick
  • Published: Tuesday, 08 May 2018
  • , Updated: 08 May 2018, 03:04 PM IST

ନୀଳଗିରି (ବିଶ୍ୱମ୍ଭର ଦାସ): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଆମ୍ବୁଡ଼ିଆ ଛକରେ ଏକ କାର୍‌ ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ  ବର୍ଷା ସିଂ(୬ବର୍ଷ)। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଗାଡ଼ିକୁ ଜବତ କରିବା ସହ ଗାଡ଼ିମାଲିକକୁ ନୀଳଗିରି ଥାନାରେ ଅଟକ ରଖିଛି । ଏଥିସହ  ଘଟଣାର ତଦନ୍ତ ଜାରି ରଖିଛି।

ବର୍ଷା ଅଙ୍ଗନବାଡ଼ି କେନ୍ଦ୍ରରୁ ଫେରୁଥିବା ବେଳେ ସେରଗଡ଼ରୁ ନୀଳଗିରି ଅଭିମୁଖେ ଆସୁଥିବା କାର୍‌ ତାଙ୍କୁ ଧକ୍କା ଦେଇଥିଲା।

 

 

Related story