ଷ୍ଟ୍ରାଟେଜିକ୍‌ ଷ୍ଟୋରେଜ୍ ପାଇଁ ନୂଆଦିଲ୍ଲୀରେ ରୋଡ ଶୋ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଣ୍ଡିଖୋଲରେ ନିର୍ମାଣ ହେବାକୁ ଥିବା ଫେଜ୍‌-୨ ଷ୍ଟ୍ରାଟେଜିକ୍‌ ଷ୍ଟୋରେଜ୍ ପାଇଁ ନୂଆଦିଲ୍ଲୀରେ ରୋଡ ଶୋ’ ଆରମ୍ଭ ହୋଇଛି। ଦେଶ ଓ ବିଦେଶ ତୈଳ କମ୍ପାନୀଗୁଡିକୁ ପିପିପି ମୋଡରେ ଦେଶରେ ପୁଞ୍ଜି ଲଗାଇବାକୁ ରୋଡ ଶୋ’ ମାଧ୍ୟମରେ ଆକୃଷ୍ଟ କରାଯାଇଛି। ପରବର୍ତ୍ତୀ ସମୟରେ ଲଣ୍ଡନ୍‌ ଓ ସିଙ୍ଗାପୁରରେ ରୋଡ୍‌ ଶୋ’ କରାଯିବ। ୬ ହଜାର କୋଟି ଟଙ୍କା ବିନିମୟରେ ଚଣ୍ଡିଖୋଲରେ ଏହି ଷ୍ଟୋରେଜ ଫ୍ୟାସିଲିଟି ନିର୍ମାଣ ହେବା ପାଇଁ ଯୋଜନା ହୋଇଛି। ଷ୍ଟୋରେଜ ନିର୍ମାଣ […]

bjp

Manoranjan Sial
  • Published: Wednesday, 17 October 2018
  • , Updated: 17 October 2018, 08:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଣ୍ଡିଖୋଲରେ ନିର୍ମାଣ ହେବାକୁ ଥିବା ଫେଜ୍‌-୨ ଷ୍ଟ୍ରାଟେଜିକ୍‌ ଷ୍ଟୋରେଜ୍ ପାଇଁ ନୂଆଦିଲ୍ଲୀରେ ରୋଡ ଶୋ’ ଆରମ୍ଭ ହୋଇଛି। ଦେଶ ଓ ବିଦେଶ ତୈଳ କମ୍ପାନୀଗୁଡିକୁ ପିପିପି ମୋଡରେ ଦେଶରେ ପୁଞ୍ଜି ଲଗାଇବାକୁ ରୋଡ ଶୋ’ ମାଧ୍ୟମରେ ଆକୃଷ୍ଟ କରାଯାଇଛି। ପରବର୍ତ୍ତୀ ସମୟରେ ଲଣ୍ଡନ୍‌ ଓ ସିଙ୍ଗାପୁରରେ ରୋଡ୍‌ ଶୋ’ କରାଯିବ।

୬ ହଜାର କୋଟି ଟଙ୍କା ବିନିମୟରେ ଚଣ୍ଡିଖୋଲରେ ଏହି ଷ୍ଟୋରେଜ ଫ୍ୟାସିଲିଟି ନିର୍ମାଣ ହେବା ପାଇଁ ଯୋଜନା ହୋଇଛି। ଷ୍ଟୋରେଜ ନିର୍ମାଣ ହେବା ପରେ ଏହା ବିଶ୍ୱର ଗୋଟିଏ ବୃହତ ତେଲ ଗ୍ରହଣକାରୀ କେନ୍ଦ୍ର ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Related story