ବ୍ୟାଙ୍କରେ ବୁଲାଇଲେ କଳାକନା

ବାଲେଶ୍ୱର (ରଶ୍ମୀ ରଞ୍ଜନ ଦାସ): ଗତକାଲି ରାତିରେ ବାଲେଶ୍ୱର ସଦର ବ୍ଲକ୍‌ ପରିକ୍ଷୀସ୍ଥିତ ଆହ୍ଲାବାଦ ବ୍ୟାଙ୍କର ସଟର ଭାଙ୍ଗି ଲୁଟେରାମାନେ ଟଙ୍କା ଲୁଟି ନେଇଛନ୍ତି। ତେବେ ବ୍ୟାଙ୍କରୁ କେତେ ଟଙ୍କା ଚୋରି ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ବ୍ୟାଙ୍କ୍ ନିକଟରେ ଥିବା ଏକ ରଡ୍ ଓ ସିମେଣ୍ଟ ଦୋକାନରୁ ମଧ୍ୟ ଲୁଟ୍ ହୋଇଥିବା ଜଣାପଡ଼ିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ପୁଲିସର ନିଷ୍କ୍ରିୟତା ଯୋଗୁ ଏମିତି ଘଟଣା ଘଟୁଥିବା ଅଭିଯୋଗ କରି ଲୋକେ ରାସ୍ତାରୋକ […]

bankloot

Tapaswini Nayak
  • Published: Wednesday, 02 January 2019
  • , Updated: 02 January 2019, 10:44 AM IST

ବାଲେଶ୍ୱର (ରଶ୍ମୀ ରଞ୍ଜନ ଦାସ): ଗତକାଲି ରାତିରେ ବାଲେଶ୍ୱର ସଦର ବ୍ଲକ୍‌ ପରିକ୍ଷୀସ୍ଥିତ ଆହ୍ଲାବାଦ ବ୍ୟାଙ୍କର ସଟର ଭାଙ୍ଗି ଲୁଟେରାମାନେ ଟଙ୍କା ଲୁଟି ନେଇଛନ୍ତି। ତେବେ ବ୍ୟାଙ୍କରୁ କେତେ ଟଙ୍କା ଚୋରି ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

ବ୍ୟାଙ୍କ୍ ନିକଟରେ ଥିବା ଏକ ରଡ୍ ଓ ସିମେଣ୍ଟ ଦୋକାନରୁ ମଧ୍ୟ ଲୁଟ୍ ହୋଇଥିବା ଜଣାପଡ଼ିଛି।

ପୁଲିସ୍‌ ଘଟଣାର ତଦନ୍ତ କରୁଛି। ପୁଲିସର ନିଷ୍କ୍ରିୟତା ଯୋଗୁ ଏମିତି ଘଟଣା ଘଟୁଥିବା ଅଭିଯୋଗ କରି ଲୋକେ ରାସ୍ତାରୋକ କରିଛନ୍ତି।

Related story