ରାଉରକେଲାରେ ବାୟୋ ମେଡିକାଲ ୱେଷ୍ଟ କର୍ମଶାଳା

ରାଉରକେଲା: ଜାତୀୟ ପ୍ରଦୂଷଣ ନିରୋଧ ଦିବସରେ ରାଉରକେଲାରେ ବାୟୋ ମେଡିକାଲ ୱେଷ୍ଟ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ରାଉରକେଲା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାର ଡାକ୍ତରମାନେ ଯୋଗଦେଇ ଡାକ୍ତରଖାନାର ବର୍ଯ୍ୟବସ୍ତୁ ପରିଚାଳନା ଉପରେ ଆଲୋଚନା କରିଥିଲେ। କଟକ ବଡ଼ମେଡିକାଲରୁ ପ୍ରଫେସର ବି.କେ. ଦାସ, ଦେବଗଡ଼ ସିଡିଏମ୍‌ଓ, ମହାନଗର ନିଗମ କମିଶନର ଅକ୍ଷୟ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ।

rkl

Rakesh Mallick
  • Published: Friday, 02 December 2016
  • , Updated: 02 December 2016, 09:02 PM IST

ରାଉରକେଲା: ଜାତୀୟ ପ୍ରଦୂଷଣ ନିରୋଧ ଦିବସରେ ରାଉରକେଲାରେ ବାୟୋ ମେଡିକାଲ ୱେଷ୍ଟ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ରାଉରକେଲା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାର ଡାକ୍ତରମାନେ ଯୋଗଦେଇ ଡାକ୍ତରଖାନାର ବର୍ଯ୍ୟବସ୍ତୁ ପରିଚାଳନା ଉପରେ ଆଲୋଚନା କରିଥିଲେ।

କଟକ ବଡ଼ମେଡିକାଲରୁ ପ୍ରଫେସର ବି.କେ. ଦାସ, ଦେବଗଡ଼ ସିଡିଏମ୍‌ଓ, ମହାନଗର ନିଗମ କମିଶନର ଅକ୍ଷୟ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ।

Related story