ଟ୍ରେନରେ ନିଆଁ

Ordigital Desk
  • Published: Tuesday, 27 February 2018
  • , Updated: 27 February 2018, 12:30 PM IST
<p>ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ଝାରସୁଗୁଡ଼ାରୁ ରାଉରକେଲା ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନର ଏକ ବଗିରେ ନିଆଁ ଲାଗିଯାଇଥିଲା ।ସମ୍ବଲପୁର ନିକଟ ବାମରା ଷ୍ଟେସନରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ଟ୍ରେନକୁ ଅଟକାଇ ନଆଁକୁ ଆୟତ୍ତ କରାଯାଇଛି। କୌଣସି ବଡ଼ଧରଣର ଅଘଟଣ ଘଟିନାହିଁ। ଟ୍ରେନରେ ନିଆଁ କେମିତି ଲାଗିଲା, ସେନେଇ&nbsp; ଜଣାପଡ଼ିନାହିଁ।</p> <p>&amp;nbsp;</p>

Related story