ସମବାୟ ବ୍ୟାଙ୍କରେ ଋଣ ଜାଲିଆତି; ଇଡି କରିବ ତଦନ୍ତ

ରାଉରକେଲା: ସମବାୟ ବ୍ୟାଙ୍କରେ ପୁଣି ଋଣ ଜାଲିଆତି। ମାଲାକାଗିରି ପରେ ରାଉରକେଲା ସମବାୟ ବ୍ୟାଙ୍କରେ ୨୯ କୋଟିର ଋଣ ଜାଲିଆତିକୁ ନେଇ ସମବାୟ ବିଭାଗ ଚିନ୍ତାରେ। ସ୍ପେଶାଲ ଅଡିଟ ରିପୋର୍ଟରେ ଏହି ତଥ୍ୟା ଆସିବା ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଡି)କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ରାଉରକେଲାର ସମବାୟ ବ୍ୟାଙ୍କରେ ଏମିତି ଏକ ରୁଣଜାଲିଆତିର ପରଦାଫାର୍ସ କରିଛି ସ୍ପେଶାଲ ଅଡିଟ। ୨୦୦୫ ରୁ ୨୦୧୫ ଭିତିରେ ହୋଇଥିବା ଅଡିଟ ବେଳେ ୨୯ କୋଟି ୫୭ […]

bank1

Rakesh Mallick
  • Published: Wednesday, 07 June 2017
  • , Updated: 07 June 2017, 04:22 PM IST

ରାଉରକେଲା: ସମବାୟ ବ୍ୟାଙ୍କରେ ପୁଣି ଋଣ ଜାଲିଆତି। ମାଲାକାଗିରି ପରେ ରାଉରକେଲା ସମବାୟ ବ୍ୟାଙ୍କରେ ୨୯ କୋଟିର ଋଣ ଜାଲିଆତିକୁ ନେଇ ସମବାୟ ବିଭାଗ ଚିନ୍ତାରେ। ସ୍ପେଶାଲ ଅଡିଟ ରିପୋର୍ଟରେ ଏହି ତଥ୍ୟା ଆସିବା ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଡି)କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ରାଉରକେଲାର ସମବାୟ ବ୍ୟାଙ୍କରେ ଏମିତି ଏକ ରୁଣଜାଲିଆତିର ପରଦାଫାର୍ସ କରିଛି ସ୍ପେଶାଲ ଅଡିଟ। ୨୦୦୫ ରୁ ୨୦୧୫ ଭିତିରେ ହୋଇଥିବା ଅଡିଟ ବେଳେ ୨୯ କୋଟି ୫୭ ଲକ୍ଷ ଟଙ୍କାର  ଅନିୟମିତତାର ପ୍ରମାଣ ମିଳିଛି। ବଡକଥା ହେଉଛି ବ୍ୟାଙ୍କର ମ୍ୟାନେଜରଙ୍କ ନାଁରେ ହିଁ ଆସିଛି ଅଭିଯୋଗ। ୨୦୦୫ରୁ ୧୦ ମଧ୍ୟରେ ଥିବା ମ୍ୟାନେଜରର ରଘୁନାଥ ସାହୁଙ୍କ ସମୟରେ ୨୮ କୋଟି ୮୯ ଲକ୍ଷର ଅନିୟମିତତାର ଅଭିଯୋଗ ହୋଇଛି।

Related story