ବ୍ଲାକ୍‌ ଫର୍ଣ୍ଣେସରେ ଗ୍ୟାସ୍‌ ଲିକ ଘଟଣା: ୨ କର୍ମଚାରୀ ନିଲମ୍ୱିତ

ରାଉରକେଲା: ରାଉରକେଲା ଇସ୍ତାତ କାରଖାନାରେ ବ୍ଲାକ୍‌ ଫର୍ଣ୍ଣେସରେ ଗ୍ୟାସ ଲିକ୍‌ ଘଟଣାରେ ଆଜି କାର୍ଯ୍ୟାନୁଷ୍ଠାନ ହୋଇଛି। କାର୍ଯ୍ୟରେ ଅବହଳା ପାଇଁ ବ୍ଲାକ ଫର୍ଣ୍ଣେସରେ କାର୍ଯ୍ୟରତ ଡିଜିଏମ୍‌ ଏନ୍‌.କେ ସ୍ୱାଇଁ ଓ ଡେପୁଟି ମ୍ୟାନେଜର ଅଶୋକ କୁମାର ସ୍ୱାଇଁଙ୍କୁ ନିଲମ୍ୱିତ କରାଯାଇଛି। ଗତ ବୁଧବାର ସନ୍ଧ୍ୟାରେ ବ୍ଲାକ୍‌ ଫର୍ଣ୍ଣେସରେ ହଠାତ୍‌ ଗ୍ୟାସ ଲିକ୍‌ ହୋଇଥିଲା। ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଆହତ ହୋଇଥିଲେ।

rsp1-380x254

Rakesh Mallick
  • Published: Monday, 30 January 2017
  • , Updated: 30 January 2017, 08:54 PM IST

ରାଉରକେଲା: ରାଉରକେଲା ଇସ୍ତାତ କାରଖାନାରେ ବ୍ଲାକ୍‌ ଫର୍ଣ୍ଣେସରେ ଗ୍ୟାସ ଲିକ୍‌ ଘଟଣାରେ ଆଜି କାର୍ଯ୍ୟାନୁଷ୍ଠାନ ହୋଇଛି। କାର୍ଯ୍ୟରେ ଅବହଳା ପାଇଁ ବ୍ଲାକ ଫର୍ଣ୍ଣେସରେ କାର୍ଯ୍ୟରତ ଡିଜିଏମ୍‌ ଏନ୍‌.କେ ସ୍ୱାଇଁ ଓ ଡେପୁଟି ମ୍ୟାନେଜର ଅଶୋକ କୁମାର ସ୍ୱାଇଁଙ୍କୁ ନିଲମ୍ୱିତ କରାଯାଇଛି।

ଗତ ବୁଧବାର ସନ୍ଧ୍ୟାରେ ବ୍ଲାକ୍‌ ଫର୍ଣ୍ଣେସରେ ହଠାତ୍‌ ଗ୍ୟାସ ଲିକ୍‌ ହୋଇଥିଲା। ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଆହତ ହୋଇଥିଲେ।

Related story