ଅଫିସ୍‌ ଯିବାକୁ ପଡ଼ିବନି, କ୍ଲିକ୍‌ କଲେ ହୋଇଯିବ କାମ

ରାଉରକେଲା(ପବନ ତିୱାରୀ): ମହାମାରୀ ‘କରୋନା’ ଭୟଙ୍କର ରୂପ ଧାରଣ କରୁଛି। ସ୍ଥିତିକୁ ଦେଇ ରାଉରକେଲା ମହାନଗର ନିଗମ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌। ଘରେ ରହି ଅନ୍‌ଲାଇନ୍‌ରେ କାମ ହାସଲ କରିବାକୁ ଅପିଲ୍‌ କରାଯାଉଛି। ‘କରୋନା’ ମହାମାରୀ ସମୟରେ ଘରେ ରହି ଅନ୍‌ଲାଇନ୍‌ରେ ନିଜ କାର୍ଯ୍ୟ ହାସଲ କରିବାକୁ ପରାମର୍ଶ ଦେଇଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା। ହୋଲ୍ଡିଂ ଟ୍ୟାକ୍ସ ପୈଠ କରିବା ଲାଗି ରାଉରକେଲା ମହାନଗର ନିଗମର ୱେବ୍‌ସାଇଟ୍‌ www.rmc.nic.in କୁ ଯାଇ […]

rcm

rcm

Manoranjan Sial
  • Published: Wednesday, 15 July 2020
  • Updated: 15 July 2020, 10:43 PM IST

ରାଉରକେଲା(ପବନ ତିୱାରୀ): ମହାମାରୀ ‘କରୋନା’ ଭୟଙ୍କର ରୂପ ଧାରଣ କରୁଛି। ସ୍ଥିତିକୁ ଦେଇ ରାଉରକେଲା ମହାନଗର ନିଗମ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌। ଘରେ ରହି ଅନ୍‌ଲାଇନ୍‌ରେ କାମ ହାସଲ କରିବାକୁ ଅପିଲ୍‌ କରାଯାଉଛି। ‘କରୋନା’ ମହାମାରୀ ସମୟରେ ଘରେ ରହି ଅନ୍‌ଲାଇନ୍‌ରେ ନିଜ କାର୍ଯ୍ୟ ହାସଲ କରିବାକୁ ପରାମର୍ଶ ଦେଇଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ହୋଲ୍ଡିଂ ଟ୍ୟାକ୍ସ ପୈଠ କରିବା ଲାଗି ରାଉରକେଲା ମହାନଗର ନିଗମର ୱେବ୍‌ସାଇଟ୍‌ www.rmc.nic.in କୁ ଯାଇ ସେଠାରେ ବାମ ପାର୍ଶ୍ୱର ନିମ୍ନରେ ଥିବା ପ୍ରପର୍ଟି ଟ୍ୟାକ୍ସ ବଟନରେ କ୍ଲିକ୍ କରି ନିର୍ଦ୍ଧାରିତ ସ୍ଥାନରେ ନିଜର ହୋଲ୍ଡିଂ ନମ୍ବର ଲେଖିଲେ କେତେ ଟଙ୍କା ଦେବାକୁ ପଡ଼ିବ, ତାହା ସ୍କ୍ରିନରେ ଦେଖାଯିବ। ସେହି ଅନୁସାରେ ଅନ୍‌ଲାଇନ୍‌ରେ ଟଙ୍କା ପୈଠ କରିହେବ। ଏଥିରେ କୌଣସି ସମସ୍ୟା ଉପୁଜିଲେ 7008973320 ବା 7008847269 ନମ୍ବରରେ ଫୋନ୍‌ କରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଟ୍ରେଡ୍‌ ଲାଇସେନ୍ସ ଲାଗି ଆବେଦନ କରିବାକୁ ହେଲେ ଇଚ୍ଛୁକ ବ୍ୟକ୍ତିମାନେ ନିଗମର ୱେବ୍‌ସାଇଟ www.rmc.nic.in କୁ ଯାଇ ସେଠାରେ ବାମ ପାର୍ଶ୍ୱର ନିମ୍ନରେ ଥିବା ପ୍ରପର୍ଟି ଟ୍ୟାକ୍ସ ବଟନକୁ କ୍ଲିକ୍‌ କରି ସେଠାରେ ନୂତନ ଟ୍ରେଡ୍‌ ଲାଇସେନ୍ସ ଲାଗି ଆବେଦନ ଓ ପୁରୁଣା ଲାଇସେନ୍ସର ନବୀକରଣ ଏବଂ ତା’ ସମ୍ୱଦ୍ଧିୟ ଦେୟ ପୈଠ ଆଦି କରିପାରିବେ। ଏହି ସମୟରେ କିଛି ସମସ୍ୟା ଥିଲେ 9938880366 ବା 7008973320 ନମ୍ବରରେ ଫୋନ୍‌ କଲେ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି।

ସେହିପରି ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଲାଗି ନିଗମର ୱେବସାଇଟ୍‌ରେ ଥିବା ବାର୍ଥ ଆଣ୍ଡ୍‌ ଡେଥ୍‌ ସାର୍ଟିଫିକେଟ୍‌ ବଟନ୍‌କୁ କ୍ଲିକ୍‌ କରି ଆବଶ୍ୟକ ତଥ୍ୟ ଦେବା ସହ ନିର୍ଦ୍ଧାରିତ ଦେୟ ଅନ୍‌ଲାଇନ ମାଧ୍ୟମରେ ପୈଠ କରି ସାର୍ଟିଫିକେଟ ଲାଗି ଆବେଦନ କରିପାରିବେ। ଅନ୍‌ଲାଇନ ଆବେଦନ ବେଳେ କୌଣସି ସମସ୍ୟା ଉପୁଜିଲେ 9861062818 ବା 8763870983 ନମ୍ବରରେ ଫୋନ୍‌ କରି ସହାୟତା ନେଇପାରିବେ।

କେବଳ ସେତିକି ନୁହେଁ, ପୂର୍ବରୁ ଲୋକେ ବିଭିନ୍ନ ସମସ୍ୟା ସଂପର୍କରେ ଜଣାଇବା ଓ ତା’ର ସମାଧାନ ଲାଗି କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ଲାଗି ମହାନଗର ନିଗମ କାର୍ଯ୍ୟାଳୟକୁ ଆସୁଥିଲେ। ଏବେ ଘରେ ରହି ବା ଅନ୍ୟ ଯେକୌଣସି ସ୍ଥାନରୁ ବିଭିନ୍ନ ସମସ୍ୟା ସଂପର୍କରେ ନିଗମ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ। ସେଥିପାଇଁ  ନିଗମର ୱେବ୍‌ସାଇଟ୍‌ www.rmc.nic.in କୁ ଯାଇ ଡାହାଣ ପାର୍ଶ୍ୱରେ ଥିବା ଇ-ସର୍ଭିସେସ୍‌ ବିଭାଗ ନିମ୍ନରେ ଦିଆଯାଇଥିବା ସିଟିଜେନ୍‌ ଗ୍ରୀଭାନ୍ସେଜ ବଟନ୍‌କୁ କ୍ଲିକ୍‌ କରି ସେଥିରେ ନିଜର ନାଁ, ଠିକଣା ଓ ମୋବାଇଲ୍ ନମ୍ବର ଇତ୍ୟାଦି ଉଲ୍ଲେଖ କରି ନିଜ ସମସ୍ୟା ସଂପର୍କରେ ଜଣାଇଲେ, ତୁରନ୍ତ ସମାଧାନ ଲାଗି ଚେଷ୍ଟା କରାଯିବ ବୋଲି ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story