ମୁହଁରେ କଳାପଟି ବାନ୍ଧି ଆସିଥିଲେ: ଥାନା ଅଧିକାରୀଙ୍କୁ ନିସ୍ତୁକ ପିଟିଲେ

Ordigital Desk
  • Published: Sunday, 28 January 2018
  • , Updated: 28 January 2018, 10:15 AM IST
<p>ଟିଟିଲାଗଡ଼:ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଆରପିଏଫ୍&zwnj; ଥାନା ଅଧତ୍କାରୀ ସୁଶୀଲ ପାଠକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ଥାନାରୁ ଘରକୁ ଫେରିଲା ବେଳେ ୩ ଜଣ ଦୁର୍ବୃତ୍ତ ମୁହଁରେ କଳାପଟି ବାନ୍ଧି ତାଙ୍କୁ ଲୁହାଛଡ଼ରେ ଆକ୍ରମଣ କରିଥିଲେ।</p> <p>ଥାନା ଅଧତ୍କାରୀ ସୁଶୀଲ ପାଠକ କହିଛନ୍ତି,&ldquo;ରାତିରେ ଅଫିସ୍&zwnj;ରୁ କ୍ୱାର୍ଟର୍ସକୁ ଯାଉଥିବା ବେଳେ ଟିଟିଲାଗଡ଼ର ପୁରୁଣା ମାଲଗୋଦାମ ନିକଟରେ ୩ ଜଣ ଦୁର୍ବୃତ୍ତ ମୁହଁରେ କଳାପଟି ବାନ୍ଧି ଅଚାନକ ଲାଠି ଓ ଲୁହା ଛଡ଼ରେ ଆକ୍ରମଣ କରିଥିଲେ। ଏଠାରେ ମୋର କାହା ସହିତ ବ୍ୟକ୍ତିଗତ ଶତ୍ରୁତା ନାହିଁ।&rdquo;</p>

Related story