ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମା' ଲକ୍ଷ୍ମୀଙ୍କ ଏକ ମୂର୍ତ୍ତି ଉପହାର ଦେଇଛନ୍ତି ପଦ୍ମବିଭୂଷଣ ସମ୍ମାନପ୍ରାପ୍ତ ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ସମ୍ୱଲପୁର ସାଂସଦ ନୀତେଶ ଗଙ୍ଗଦେବ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଉପସ୍ଥିତ ଥିଲେ।
Dr Raghunath Mohapatra, Hon'ble MP (RS) and renowned sculptor, presents Smt @nsitharaman with an idol of Goddess Lakshmi sculpted by him. Shri @dpradhanbjp, Hon'ble Minister for Petroleum & Natural Gas and Steel, and Hon'ble MPs (LS) from Odisha are also present. pic.twitter.com/0Sxp96zUhf
— NSitharamanOffice (@nsitharamanoffc) August 1, 2019