ସଚିବାଳୟରେ ଛୁରିମାଡ

ଭୁବନେଶ୍ୱର: ସଚିବାଳୟରେ ଛୁରିମାଡ। ଜଣେ ଚାକିରି ଆଶାୟୀ ଯୁବକ ଆଜି ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ସଚିବଙ୍କ ପିଏସଙ୍କ ବେକରେ ଛୁରି ଲଗାଇଥିବା ଅଭିଯୋଗ ହୋଇଛି। ଉଲ୍ଲେଖନୀୟ ଘଟଣା ହେଲା, ଯେଉଁ ସମୟରେ ସଚିବାଳୟରେ ଆଇନ ଶୃଙ୍ଖଳା ନେଇ ସମୀକ୍ଷା ବୈଠକ ଚାଲିଥିଲାବେଳେ ଏହିସମୟରେ ଏହି ଅଘଟଣ ଘଟିଥିଲା। ଏହି ଘଟଣା ପରେ ରାଜ୍ୟ ସଚିବାଳୟରେ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।

sachibalaya-attack

Rakesh Mallick
  • Published: Saturday, 04 July 2015
  • , Updated: 04 July 2015, 01:47 PM IST

Related story