‘ସାହିତ୍ୟ ଇତିହାସର ଏକ ଦର୍ପଣ, ଏହା ଦ୍ୱାରା ଅନେକ ଲୁକ୍କାୟିତ ଘଟଣା ସାମ୍ନାକୁ ଆସିଥାଏ’

ଭୁବନେଶ୍ୱର: ସାହିତ୍ୟ ଏକାଡେମୀ ପକ୍ଷରୁ ‘ସାହିତ୍ୟ ଇତିହାସର ସ୍ୱରୁପ’ ଶୀର୍ଷକ ଆଲୋଚନା ଚକ୍ର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଇତିହାସର ଏକ ଦର୍ପଣ, ଏହା ଦ୍ୱାରା ଅନେକ ଲୁକ୍କାୟିତ ଘଟଣା ସାମ୍ନାକୁ ଆସିଥାଏ। ହଜିଯାଉଥିବା ଘଟଣାକୁ ବାନ୍ଧି ରଖିବାରେ ସାହିତ୍ୟ ଭୂମିକା ଅତୁଳନୀୟ। ଏହି ଅବସରରେ ବହୁ ବିଶିଷ୍ଟ ଲେଖକ, ସାହିତ୍ୟିକ, ପ୍ରବନ୍ଧକାର ପ୍ରମୁଖ ଯୋଗ ଦେଇ ଇତିହାସ ସହ ସାହିତ୍ୟର ସାମଞ୍ଜସ୍ୟ ଉପରେ ଚର୍ଚ୍ଚା କରିଥିଲେ।

sahitya

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 04:24 AM IST

Related story