ସମ୍ବଲପୁରରେ ପ୍ରତିଷ୍ଠା ହେବ ସୈନିକ ସ୍କୁଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦେଶରେ ୫ଟି ନୂଆ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ । ଏଥିମଧ୍ୟରୁ ଗୋଟିଏ ଓଡ଼ିଶାର ସମ୍ବଲପୁରଠାରେ ଆରମ୍ଭ କରାଯିବାର ପ୍ରସ୍ତାବ ରହିଛି । ଏହି ସୈନିକ ସ୍କୁଲ ୨୦୨୦ ଏପ୍ରିଲ ପହିଲା ଠାରୁ ଆରମ୍ଭ ହେବ । ଏହାଛଡ଼ା ଉତ୍ତର ପ୍ରଦେଶର ଆମେଥି, ରାଜସ୍ଥାନର ଅଲୱର, ଉତରାଖଣ୍ଡର ରୁଦ୍ରପ୍ରୟାଗ, ତେଲଙ୍ଗାନାର ୱାରାଙ୍ଗଲରେ ମଧ୍ୟ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ । ଆଜି ଏ ସଂକ୍ରାନ୍ତରେ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ […]

b-90871921

b-90871921

Tapas Behera
  • Published: Thursday, 12 December 2019
  • Updated: 12 December 2019, 03:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦେଶରେ ୫ଟି ନୂଆ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ । ଏଥିମଧ୍ୟରୁ ଗୋଟିଏ ଓଡ଼ିଶାର ସମ୍ବଲପୁରଠାରେ ଆରମ୍ଭ କରାଯିବାର ପ୍ରସ୍ତାବ ରହିଛି । ଏହି ସୈନିକ ସ୍କୁଲ ୨୦୨୦ ଏପ୍ରିଲ ପହିଲା ଠାରୁ ଆରମ୍ଭ ହେବ । ଏହାଛଡ଼ା ଉତ୍ତର ପ୍ରଦେଶର ଆମେଥି, ରାଜସ୍ଥାନର ଅଲୱର, ଉତରାଖଣ୍ଡର ରୁଦ୍ରପ୍ରୟାଗ, ତେଲଙ୍ଗାନାର ୱାରାଙ୍ଗଲରେ ମଧ୍ୟ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ । ଆଜି ଏ ସଂକ୍ରାନ୍ତରେ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ ।

ମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ସୈନିକ ସ୍କୁଲ ପ୍ରତିଷ୍ଠା କରାଯାଇଥାଏ । ରାଜ୍ୟ ସରକାର ଏଥିପାଇଁ ଜମି ଯୋଗାଇ ଦେବା ସହ ମୌଳିକ ଭିତିଭୂମି, ସରଞ୍ଜାମ କ୍ରୟ ଓ ଅନ୍ୟାନ୍ୟ ସୁବିଧା ସହିତ ସମ୍ପୃକ୍ତ ରାଜ୍ୟର ଶ୍ରେଷ୍ଠ କ୍ୟାଡେଟଙ୍କୁ ବୃତି ପ୍ରଦାନ କରିବା ଲାଗି ପାଣ୍ଠି ଗଠନ କରିଥାନ୍ତି । ରାଜ୍ୟ ସରକାରଙ୍କ ଠାରୁ ପ୍ରସ୍ତାବ ମିଳିବା ପରେ ସୈନିକ ସ୍କୁଲ ସୋସାଇଟିର ଅଧିକାରୀମାନେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ଚୂଡ଼ାନ୍ତ ନିଷ୍ପତି ନେଇଥାନ୍ତି ।

ସୈନିକ ସ୍କୁଲର ଛାତ୍ରଛାତ୍ରୀ ଭାରତୀୟ ସଶସ୍ତ୍ର ସେନାବାହିନୀରେ ବଡ଼ ପଦପଦବୀରେ ରହିବା ସହ ଜନସେବା, ପ୍ରଶାସନ ଓ ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ପ୍ରତିଷ୍ଠିତ ହେବାର ନଜିର ରହିଛି ।

ସୈନିକ ସ୍କୁଲର ପ୍ରଦର୍ଶନ ଏବଂ ଶିକ୍ଷାଦାନର ମାନକୁ ନେଇ ସରକାର ସନ୍ତୁଷ୍ଟ । ଜାତୀୟ ପ୍ରତିରକ୍ଷା ଏକାଡେମୀ, ଭାରତୀୟ ନୌସେନା ଏକାଡେମୀ, ସେନାଧିକାରୀ ତାଲିମ ଏକାଡେମୀ ଆଦିରେ ବହୁସଂଖ୍ୟକ କ୍ୟାଡେଟ ଯୋଗ ଦେବାରୁ ସୈନିକ ସ୍କୁଲର ଉପଯୋଗିତା ପ୍ରମାଣିତ ହୋଇଛି । ଆହୁରୀ ପରିବର୍ତିତ ଶିକ୍ଷାଦାନ ଆବଶ୍ୟକତା ସହ ଖାପଖୁଆଇବା ପାଇଁ ସୈନିକ ସ୍କୁଲର ଶିକ୍ଷକମାନଙ୍କ ପାଇଁ ନିୟମିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story