ସମ୍ବଲପୁର:ଗଛରେ ପିଟିଲା ବସ୍, ୬ ଗୁରୁତର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଭୀମଖୋଜ ନିକଟରେ ଆଜି ଏକ ବସ୍ ଗଛରେ ପିଟି ହେବାରୁ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବସ୍‌ଟି ଭୁବନେଶ୍ୱରରୁ ନୂଆପଡ଼ା ଅଭିମୁଖେ ଯାଉଥିଲା।

bus-aacident

Rakesh Mallick
  • Published: Monday, 16 May 2016
  • , Updated: 16 May 2016, 05:00 AM IST

Related story