ସମ୍ବଲପୁର ମାଳତିଗୁଣ୍ଡେପୁରରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ଏବେ ତାଲା ଝୁଲୁଛି

ସମ୍ବଲପୁର: ସମ୍ୱଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ମାଳତିଗୁଣ୍ଡେପୁରରେ ରହିଛି ଏକ ତ୍ରାହି ଅଚ୍ୟୁତ ଆଶ୍ରମ । ଭୁବନେଶ୍ୱର ତ୍ରାହି ଅଚ୍ୟୁତ ଆଶ୍ରମର ସୁରବାବା ବିବାଦରେ ଫସି ଗିରଫ ହେବା ଓ ବିଭିନ୍ନ ଅଭିଯୋଗ ଆସିବା ପରେ ଦୁଇଦିନ ହେବ ଏହି ଆଶ୍ରମରେ ତାଲା ଝୁଲୁଛି । ଆଶ୍ରମ ପରିସରରେ ଥିବା ଚତୁର୍ଦ୍ଧା ମୂରତୀ ଓ ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ପୂଜାର୍ଚ୍ଚାନା ବନ୍ଦ ରହିଛି । ମଙ୍ଗଳବାର ଧମା ପୋଲିସ ଓ ରାଜସ୍ୱ ନିରୀକ୍ଷକ ଆଶ୍ରମକୁ ଯାଇ ଯାଞ୍ଚ […]

smb2

smb2

Rakesh Mallick
  • Published: Tuesday, 01 September 2015
  • Updated: 01 September 2015, 11:40 AM IST

Sports

Latest News

ସମ୍ବଲପୁର: ସମ୍ୱଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ମାଳତିଗୁଣ୍ଡେପୁରରେ ରହିଛି ଏକ ତ୍ରାହି ଅଚ୍ୟୁତ ଆଶ୍ରମ । ଭୁବନେଶ୍ୱର ତ୍ରାହି ଅଚ୍ୟୁତ ଆଶ୍ରମର ସୁରବାବା ବିବାଦରେ ଫସି ଗିରଫ ହେବା ଓ ବିଭିନ୍ନ ଅଭିଯୋଗ ଆସିବା ପରେ ଦୁଇଦିନ ହେବ ଏହି ଆଶ୍ରମରେ ତାଲା ଝୁଲୁଛି । ଆଶ୍ରମ ପରିସରରେ ଥିବା ଚତୁର୍ଦ୍ଧା ମୂରତୀ ଓ ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ପୂଜାର୍ଚ୍ଚାନା ବନ୍ଦ ରହିଛି । ମଙ୍ଗଳବାର ଧମା ପୋଲିସ ଓ ରାଜସ୍ୱ ନିରୀକ୍ଷକ ଆଶ୍ରମକୁ ଯାଇ ଯାଞ୍ଚ କରିଛନ୍ତି । ଆଶ୍ରମ ପକ୍ଷରୁ ଜମି ଜବରଦଖଲ କରାଯାଇଥିବା ନେଇ କୌଣସି ଅଭିଯୋଗ ଆସି ନ ଥିଲେ ବି ଏହାକୁ ମାପ କରାଯିବ ବୋଲି ମାନେଶ୍ୱର ତହସିଲଦାର କହିଛନ୍ତି ।smb

ମିଳିଥିବା ସୂଚନା ଅନୁସାରେ, ମାନେଶ୍ୱର ବ୍ଲକ ମାଲତିଗୁଣ୍ଡେରପୁର ଅଞ୍ଚଳରେ ପ୍ରାୟ ୨ ଏକର ଜମିରେ ଏହି ଆଶ୍ରମ ପ୍ରତିଷ୍ଠା କରାଯାଇଛି । ୨ ବର୍ଷରୁ ଅଧିକ ହେଲା ଆଶ୍ରମ ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ୫ରୁ ୬ ବର୍ଷ ହେବ ଏଥିପାଇଁ ଜମି କିଣା ହୋଇଥିଲା। ଏଠାକାର ସଦସ୍ୟମାନେ ପ୍ରାୟ ୬ ଲକ୍ଷ ଟଙ୍କା ପ୍ରଦାନ କରି ଏହି ଆଶ୍ରମ ପ୍ରତିଷ୍ଠା ଲାଗି ଜମି କିଣିଥିଲେ ବୋଲି କୁହାଯାଉଛି। ଆଶ୍ରମ ପ୍ରତିଷ୍ଠା ସମୟରେ ସୁରବାବା ଏଠାକୁ ଥରେ ଆସିଥିଲେ। ଆଶ୍ରମ ପରିସରରେ ଠାକୁର ଘର, ଯଜ୍ଞ ମଣ୍ଡପ ଓ ଅନ୍ୟ ଗୋଟିଏ ଛୋଟ ଆଜବେଷ୍ଟସ ଘର ଥିବା ବେଳେ ବାକି ଜାଗା ଫାଙ୍କା ପଡିଛି । ପ୍ରତି ରବିବାର ଆଶ୍ରମର ସଦସ୍ୟମାନେ ଏଠାକୁ ଆସି ଗଛ ଲଗାଇବା ସହ ମାଟି କାମ କରିଥାନ୍ତି। ପ୍ରତି ସପ୍ତାହରେ ୩ଜଣ ଲେଖାଏଁ ସଦସ୍ୟ ପୂଜା ଦାୟିତ୍ୱ ତୁଲାଇଥାନ୍ତି । ମହାନଦୀ କୂଳରେ ପ୍ରତିଷ୍ଠା ହୋଇଥିବା ଆଶ୍ରମ ଭିତରେ ରହିବା ବ୍ୟବସ୍ଥା ନାହିଁ । ଏହା ଏକ ନିଛାଟିଆ ସ୍ଥାନରେ ଥିବାରୁ ଅଞ୍ଚଳବାସୀଙ୍କ ଗତାଗତ ପ୍ରାୟତଃ ନ ଥାଏ । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧ୍ୟାପକ କହିଛନ୍ତି ଯେ, ମାନସିକ ଶାନ୍ତି ଓ ଶ୍ରମଦାନ ପାଇଁ ଏଠାକୁ ଆସିଥାଏ ଓ ମନ୍ଦିରରେ ପୂଜାର୍ଚ୍ଚନା କରିଥାଏ । ତେବେ ଗତ ଦୁଇଦିନ ହେଲା ଯେଉଁସବୁ ଘଟଣା ଘଟିଚାଲିଛି ଏହା ଆଶ୍ରମର ସଦସ୍ୟମାନଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story