ବାଲୁକା କଳାରେ ଶିଶୁ ସୁରକ୍ଷା; ‘‘ଶ୍ରମ ନୁହେଁ, ଆମେ ଶିକ୍ଷା ଚାହୁଁ”

<p>ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବେଳାଭୂମିରେ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ସୁନ୍ଦର ବାଲୁକା କଳା ଦେଖିବାକୁ ମିଳିଛି। ଜାତୀୟ ଶିଶୁ ଶ୍ରମ ବିରୋଧୀ ଦିବସ ଅବସରରେ ଏହି ବାଲୁକା କଳା ନିର୍ମାଣ ହୋଇଛି। ଏଥିରେ ସେ ଶିଶୁଙ୍କ ମନ କଥାକୁ ବେଶ ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି।</p> <p>&lsquo;ଶ୍ରମ ନୁହେଁ, ଆମେ ଶିକ୍ଷା ଚାହୁଁ&rsquo; ବୋଲି ଶିଶୁଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ମାନସ। ଏହାକୁ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଉଦଘାଟନ କରିଥିଲେ।</p>

Ordigital Desk
  • Published: Tuesday, 01 May 2018
  • Updated: 01 May 2018, 10:20 AM IST

Sports

Latest News

<p>ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବେଳାଭୂମିରେ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ସୁନ୍ଦର ବାଲୁକା କଳା ଦେଖିବାକୁ ମିଳିଛି। ଜାତୀୟ ଶିଶୁ ଶ୍ରମ ବିରୋଧୀ ଦିବସ ଅବସରରେ ଏହି ବାଲୁକା କଳା ନିର୍ମାଣ ହୋଇଛି। ଏଥିରେ ସେ ଶିଶୁଙ୍କ ମନ କଥାକୁ ବେଶ ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି।</p><p>&lsquo;ଶ୍ରମ ନୁହେଁ, ଆମେ ଶିକ୍ଷା ଚାହୁଁ&rsquo; ବୋଲି ଶିଶୁଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ମାନସ। ଏହାକୁ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଉଦଘାଟନ କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos