ବାଲୁକା କଳାରେ ଲୌହ ମାନବଙ୍କୁ ଶ୍ରଦ୍ଧାଞ୍ଜଳି

Ordigital Desk
  • Published: Tuesday, 31 October 2017
  • , Updated: 31 October 2017, 08:52 AM IST
<p>ପୁରୀ: ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନ। ଏହି ଅବସରରେ ପୁରୀ ବେଳାଭୂମିରେ ତାଙ୍କର ଏକ ବାଲୁକା କଳା ନିର୍ମାଣ କରାଯାଇଛି। ଏହାକୁ ୫ ଟନ୍&zwnj; ବାଲିରେ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ।</p> <p>ସର୍ଦ୍ଦାର ବଲ୍ଲଭ ଭାଇଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ମଧ୍ୟ ପାଳନ କରାଯାଉଛି।&nbsp; ତେଣୁ ଦେଶର ଏକତା ରକ୍ଷା ଲାଗି ସମସ୍ତେ ଆଗେଇ ଆସିବାକୁ ଏହି ବାଲୁକା କଳା ମାଧ୍ୟମରେ ଆହ୍ୱାନ ଦିଆଯାଇଛି।</p>

Related story