ବାଲୁକାକଳା ମାଧ୍ୟମରେ ଐତିହ୍ୟ ସୁରକ୍ଷା ବାର୍ତ୍ତା

ପୁରୀ: ଆଜି ବିଶ୍ୱ ଐତିହ୍ୟ ଦିବସ। ଏହି ଉପଲକ୍ଷେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଐତିହ୍ୟର ସୁରକ୍ଷା ନେଇ ବାର୍ତ୍ତା ଦେଇଛନ୍ତି। ୧୫୦ ଫୁଟ୍‌ ଲମ୍ବାର ଏହି ବାଲୁକା କଳାରେ କୋଣାର୍କ ଠାରୁ ଆରମ୍ଭ କରି ଶ୍ରୀଜଗନ୍ନାଥ, ଲଣ୍ଡନର ବିଗ୍‌ ବେନ୍‌ ଘଣ୍ଟା ଘର, ରୋମର କୋଲଜିୟମ, ଗ୍ରେଟ୍‌ ୱାଲ୍‌ ଅଫ୍‌ ଚାଇନା, ମିଶରର ପିରାମିଡ ଭଳି ଐତିହ୍ୟର ସୁରକ୍ଷା ନେଇ ବାର୍ତ୍ତା ଦେଇଛନ୍ତି ମାନସ।

manas

Rakesh Mallick
  • Published: Tuesday, 18 April 2017
  • , Updated: 18 April 2017, 08:59 AM IST

ପୁରୀ: ଆଜି ବିଶ୍ୱ ଐତିହ୍ୟ ଦିବସ। ଏହି ଉପଲକ୍ଷେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଐତିହ୍ୟର ସୁରକ୍ଷା ନେଇ ବାର୍ତ୍ତା ଦେଇଛନ୍ତି।

୧୫୦ ଫୁଟ୍‌ ଲମ୍ବାର ଏହି ବାଲୁକା କଳାରେ କୋଣାର୍କ ଠାରୁ ଆରମ୍ଭ କରି ଶ୍ରୀଜଗନ୍ନାଥ, ଲଣ୍ଡନର ବିଗ୍‌ ବେନ୍‌ ଘଣ୍ଟା ଘର, ରୋମର କୋଲଜିୟମ, ଗ୍ରେଟ୍‌ ୱାଲ୍‌ ଅଫ୍‌ ଚାଇନା, ମିଶରର ପିରାମିଡ ଭଳି ଐତିହ୍ୟର ସୁରକ୍ଷା ନେଇ ବାର୍ତ୍ତା ଦେଇଛନ୍ତି ମାନସ।

Related story