ବାଲୁକା କଳା ମାଧ୍ୟମରେ ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

Ordigital Desk
  • Published: Friday, 01 June 2018
  • , Updated: 01 June 2018, 12:33 PM IST
<p>ପୁରୀ(ମଧୁସୂଦନ ମିଶ୍ର): ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଆଜି ବଂଶୀଧରଙ୍କ ଏକାଦଶାହ ଅବସରରେ ପୁରୀ ବେଳାଭୂମିରେ ତାଙ୍କ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।&lt;a href=&quot;&quot;&gt;(image) &lt;/a&gt;</p> <p>ଓଡ଼ିଶାର ଗର୍ବ ତଥା ଖ୍ୟାତନାମା&nbsp; ଶିଳ୍ପପତି ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ବୋଲି ସୁଦର୍ଶନ ଏହି ବାଲୁକା କଳାରେ ଉଲ୍ଲେଖ କରିଛନ୍ତି ।</p>

Related story