ନୂଆବର୍ଷକୁ ବାଲୁକା କଳା ମାଧ୍ୟମରେ ସ୍ୱାଗତ

ପୁରୀ (ଓଡ଼ିଶା ରିପୋର୍ଟର): ନୂଆବର୍ଷକୁ ବାଲୁକା କଳା ମାଧ୍ୟମରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ମାନସ ସାହୁ ସ୍ୱାଗତ କରିଛନ୍ତି। ସାରା ବିଶ୍ୱରେ କିଭଳି ଶାନ୍ତି ରହିବ ସେ ନେଇ ନିଜ ବାଲୁକା କଳା ମାଧ୍ୟମରେ ଦର୍ଶାଇଛନ୍ତି ମାନସ। ଏନେଇ ସେ ବାଲିରେ ସପ୍ତଶଯ୍ୟା ତିଆରି କରିଛନ୍ତି। ସେହିପରି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ବାଲୁକା କଳା ତିଆରି କରିଛନ୍ତି। ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

puri-789

puri-789

Jyoshna Pradhan
  • Published: Tuesday, 01 January 2019
  • Updated: 01 January 2019, 08:40 AM IST

ପୁରୀ (ଓଡ଼ିଶା ରିପୋର୍ଟର): ନୂଆବର୍ଷକୁ ବାଲୁକା କଳା ମାଧ୍ୟମରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ମାନସ ସାହୁ ସ୍ୱାଗତ କରିଛନ୍ତି। ସାରା ବିଶ୍ୱରେ କିଭଳି ଶାନ୍ତି ରହିବ ସେ ନେଇ ନିଜ ବାଲୁକା କଳା ମାଧ୍ୟମରେ ଦର୍ଶାଇଛନ୍ତି ମାନସ। ଏନେଇ ସେ ବାଲିରେ ସପ୍ତଶଯ୍ୟା ତିଆରି କରିଛନ୍ତି।

ସେହିପରି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ବାଲୁକା କଳା ତିଆରି କରିଛନ୍ତି। ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story