ଚଢ଼ିଗଲା ହାଇୱା, ଦୁଇ ଶ୍ରମିକ ମୃତ

ଖୋର୍ଦ୍ଧା (ବଳରାମ ଲେଙ୍କା): ଶୋଇଥିବା ବେଳେ ମାଡ଼ିଗଲା ବାଲି ବୋଝେଇ ହାଇୱା। ଆଉ ଚାଲିଗଲା ୨ ଜଣ ଶ୍ରମିକଙ୍କ ଜୀବନ। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ। ମୃତ ଶ୍ରମିକ ଦ୍ୱୟଙ୍କ ନାଁ ବାଦଲ ଓ କନକ। ସେମାନଙ୍କ ଘର ପଶ୍ଚିମବଙ୍ଗରେ। ଏହି ଘଟଣାରେ ଆହୁରି ୩ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ସହରରେ ୧୬ ନମ୍ବର ଜାତୀୟ ରାଜପଥରେ ଫ୍ଲାଏ ଓଭର କାମ ଚାଲିଥିବା ବେଳେ […]

Highwya

Highwya

Jitendra Garnayak
  • Published: Friday, 01 July 2022
  • Updated: 01 July 2022, 05:57 PM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ଶୋଇଥିବା ବେଳେ ମାଡ଼ିଗଲା ବାଲି ବୋଝେଇ ହାଇୱା। ଆଉ ଚାଲିଗଲା ୨ ଜଣ ଶ୍ରମିକଙ୍କ ଜୀବନ। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ।

ମୃତ ଶ୍ରମିକ ଦ୍ୱୟଙ୍କ ନାଁ ବାଦଲ ଓ କନକ। ସେମାନଙ୍କ ଘର ପଶ୍ଚିମବଙ୍ଗରେ। ଏହି ଘଟଣାରେ ଆହୁରି ୩ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଖୋର୍ଦ୍ଧା ସହରରେ ୧୬ ନମ୍ବର ଜାତୀୟ ରାଜପଥରେ ଫ୍ଲାଏ ଓଭର କାମ ଚାଲିଥିବା ବେଳେ ଏହା ତଳେ ଅସ୍ଥାୟୀ ଟିଣ ଘର ହୋଇଛି। ସେଥିରେ ଶ୍ରମିକ ରହନ୍ତି। ଆଜି ସକାଳେ ଏହି ଟିଣ ଘରେ ଶ୍ରମିକମାନେ ଶୋଇଥିବା ବେଳେ ବାଲି ବୋଝେଇ ହାଇୱାଟିଏ ଭାରସାମ୍ୟ ହରାଇ ତା’ ଉପରେ ଚଢ଼ିଯାଇଥିଲା। ଫଳରେ ଟ୍ରକ୍ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ଦୁଇ ଶ୍ରମିକଙ୍କ ଜୀବନ ଚାଲି ଯାଇଥିଲା।

ଅଗ୍ନିଶମ ବାହିନୀ ଓ ପୁଲିସ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୁଲିସ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆହତ ୩ ଶ୍ରମିକଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story