ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଗ୍ରହଣ କରିବେନି ମନିଦୀପା

ଭୁବନେଶ୍ୱର: ଅଭିନେତ୍ରୀ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଧୀରେନ୍ଦ୍ର ମଲ୍ଲିକଙ୍କ ପତ୍ନୀ ମନିଦୀପା ମଲ୍ଲିକ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ଗ୍ରହଣ କରିବେ ନାହିଁ। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ କଥା ସ୍ପଷ୍ଟ କରିଛନ୍ତି। ୨୦୧୪ ବର୍ଷ ପାଇଁ ମଞ୍ଚ ଅଭିନେତ୍ରୀ ଭାବେ ମନିଦୀପାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିଲା। ମନିଦୀପାଙ୍କ ସ୍ୱାମୀ ଏକାଡେମୀର ସଚିବ ଥିବାରୁ ପୁରସ୍କାର ମନୋନୟନର ସ୍ୱଚ୍ଛାତାକୁ ନେଇ ପ୍ରଶ୍ନ ଉଠିଥିଲା। ଏ ନେଇ […]

manideep

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 03:49 AM IST

ଭୁବନେଶ୍ୱର: ଅଭିନେତ୍ରୀ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଧୀରେନ୍ଦ୍ର ମଲ୍ଲିକଙ୍କ ପତ୍ନୀ ମନିଦୀପା ମଲ୍ଲିକ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ଗ୍ରହଣ କରିବେ ନାହିଁ। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ କଥା ସ୍ପଷ୍ଟ କରିଛନ୍ତି। ୨୦୧୪ ବର୍ଷ ପାଇଁ ମଞ୍ଚ ଅଭିନେତ୍ରୀ ଭାବେ ମନିଦୀପାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିଲା।

ମନିଦୀପାଙ୍କ ସ୍ୱାମୀ ଏକାଡେମୀର ସଚିବ ଥିବାରୁ ପୁରସ୍କାର ମନୋନୟନର ସ୍ୱଚ୍ଛାତାକୁ ନେଇ ପ୍ରଶ୍ନ ଉଠିଥିଲା। ଏ ନେଇ ବିବାଦ ଉଠିବାରୁ ସେ ପୁରସ୍କାର ଗ୍ରହଣ କରିବେ ନାହଁ ବୋଲି କହିଛନ୍ତି। କୌଣସି ସଦସ୍ୟଙ୍କ ସମ୍ପର୍କୀୟ ପୁରସ୍କାର ଗ୍ରହଣ କରିପାରିବେ ନା ନାହିଁ ସେ କଥା ଏକାଡେମୀ ସ୍ପଷ୍ଟ କରୁ ବୋଲି ସେ କହିଛନ୍ତି।

Related story