ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ କଳାପତକା ପ୍ରଦର୍ଶନ କରି ୩ କଂଗ୍ରେସ କର୍ମୀ ଅଟକ

ବ୍ରହ୍ମଗିରି: ପୁରୀ-ସାତପଡ଼ା ରାସ୍ତାର ପିରିଜିପୁର ନିକଟରେ ଆଜି କଂଗ୍ରେସ ପକ୍ଷରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। କଳାପତାକା ଦେଖାଇଥିବା ଅଭିଯୋଗରେ ପୋଲିସ୍ କୃଷ୍ଣପ୍ରସାଦ ବ୍ଲକ୍ ଯୁବ କଂଗ୍ରେସ ସଭାପତିଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି।

sanjaydsa

Rakesh Mallick
  • Published: Sunday, 06 November 2016
  • , Updated: 06 November 2016, 01:35 PM IST

Related story