ସଞ୍ଜିତାଙ୍କୁ ଇଣ୍ଟରଭ୍ୟୁରେ କଣ ପ୍ରଶ୍ନ ପଚରା ଯାଇଥିଲା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସର୍ବଭାରତୀୟ ସ୍ତରର ଭାରତୀୟ ପ୍ରାଶାସନିକ ସେବା (ୟୁପିଏସ୍‌ସି)ରେ ଦଶମ ରାଙ୍କ ପାଇଛନ୍ତି ସଂଜିତା ମହାପାତ୍ର। ‘ଆଇଏଏସ୍‌ ପରୀକ୍ଷା ଉତ୍ତୀର୍ଣ୍ଣ ହେବି ବୋଲି ଭାବିଥିଲି। ମାତ୍ର ଭଲ ରାଙ୍କ ଆସିବ ବୋଲି କେବେ ଆଶା କରିନଥିଲି।’ ବୋଲି ରେଜଲ୍‌ଟ ପ୍ରକାଶ ପାଇବା ପରେ ଭିଡିଓ ବାର୍ତ୍ତାରେ କହିଛନ୍ତି ସଞ୍ଜିତା। ସେ ଗତଥର ଓଏଏସ୍‌ ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ଅଧିକାର କରିଥିଲେ। ସଞ୍ଜିତା ଭିଡିଓ ବାର୍ତ୍ତାରେ କହିଛନ୍ତି, ଏଥର ଇଣ୍ଟରଭ୍ୟୁ ବହୁତ ୟୁନିକ୍‌ ହୋଇଥିଲା। ହାତରେ […]

ias-officer

ias-officer

Manoranjan Sial
  • Published: Tuesday, 04 August 2020
  • Updated: 14 August 2020, 01:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସର୍ବଭାରତୀୟ ସ୍ତରର ଭାରତୀୟ ପ୍ରାଶାସନିକ ସେବା (ୟୁପିଏସ୍‌ସି)ରେ ଦଶମ ରାଙ୍କ ପାଇଛନ୍ତି ସଂଜିତା ମହାପାତ୍ର। ‘ଆଇଏଏସ୍‌ ପରୀକ୍ଷା ଉତ୍ତୀର୍ଣ୍ଣ ହେବି ବୋଲି ଭାବିଥିଲି। ମାତ୍ର ଭଲ ରାଙ୍କ ଆସିବ ବୋଲି କେବେ ଆଶା କରିନଥିଲି।’ ବୋଲି ରେଜଲ୍‌ଟ ପ୍ରକାଶ ପାଇବା ପରେ ଭିଡିଓ ବାର୍ତ୍ତାରେ କହିଛନ୍ତି ସଞ୍ଜିତା। ସେ ଗତଥର ଓଏଏସ୍‌ ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ଅଧିକାର କରିଥିଲେ।

ସଞ୍ଜିତା ଭିଡିଓ ବାର୍ତ୍ତାରେ କହିଛନ୍ତି, ଏଥର ଇଣ୍ଟରଭ୍ୟୁ ବହୁତ ୟୁନିକ୍‌ ହୋଇଥିଲା। ହାତରେ ଗ୍ଲୋବ୍‌, ମୁହଁରେ ମାସ୍କ ପିନ୍ଧି ସୋସିଆଲ୍‌ ଡିଷ୍ଟାନ୍ସ ମେଣ୍ଟେନ୍‌ କରି ଇଣ୍ଟର୍ଭୁରେ ଭାଗ ନେଇଥିଲୁ। ଅଧ ଘଣ୍ଟାଏ ଧରି ଚାଲିଥିବା ଇଣ୍ଟର୍ଭ୍ୟୁରେ ପ୍ରବାସୀ ଶ୍ରମିକ ଓ ଓଡ଼ିଶା ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରାଯାଇଥିଲା ବୋଲି ସଂଜିତା କହିଛନ୍ତି।

https://youtu.be/MkR3M0Uo1Yc

କରୋନା ମହାମାରୀ ପାଇଁ ଫେରନ୍ତା ପ୍ରବାସୀଙ୍କ କଣ କରାଯାଇପାରିବ ବୋଲି ମୋତେ ପ୍ରଶ୍ନ କରାଯାଇଥିଲା।  ଏହାଛଡ଼ା ଓଡ଼ିଶାରେ ମହିଳାଙ୍କ ସ୍ଥିତି କଣ ରହିଛି? ଶ୍ରୀକ୍ଷେତ୍ର ପୁରୀକୁ କେମିତି ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯାଇପାରିବ ଏବଂ ଶିଶୁ ଶ୍ରମିକଙ୍କ ଉପରେ ଆଦି ପ୍ରଶ୍ନ ପଚରା ଯାଇଥିଲା ବୋଲି ସଞ୍ଜିତା କହିଛନ୍ତି।

ସେ ଆହୁରି କହିଛନ୍ତି-“ସିଭିଲ୍‌ ସର୍ଭିସ୍‌ ଏମିତି ଏକ ପ୍ରଫେସନ୍‌, ଯାହାପାଇଁ ବହୁ ଧୈର୍ଯ୍ୟ ଦରକାର। ବହୁ ଥର ମନ କହିବ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କରିପାରିବି ନାହିଁ, ଛାଡ଼ିଦେବି। ଏହାକୁ ଛାଡ଼ିବା ପୂର୍ବରୁ ଥରେ ଭାବନ୍ତୁ, ୟୁପିଏସ୍‌ସିକୁ ଚୟନ କରି କଣ ପାଇଁ ଛାଡ଼ିବାକୁ ଚାହୁଁଛନ୍ତି? ଯେବେ ଜଣେ ମାନସିକ ଭାବେ ଭାବିବେ ମୁଁ ପ୍ରସ୍ତୁତି କରିପାରିବିନି, ସଙ୍ଗେ ସଙ୍ଗେ ବାପା-ମାଆ ବା ସାଙ୍ଗସାଥୀଙ୍କ ସହିତ କଥା ହୁଅନ୍ତୁ। ନିଜ ବିଷୟରେ ଚିନ୍ତା କରନ୍ତୁ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ହୁଅନ୍ତୁ। ସଫଳତା ନିଶ୍ଚିତ ମିଳିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story