ସରକାରଙ୍କୁ ପିଆଜ ଓ ଡାଲି ଦରବୃଦ୍ଧି ଚିନ୍ତା: ବ୍ୟବସାୟୀ ସଂଘ ସହ ମନ୍ତ୍ରୀଙ୍କ ଆଲୋଚନା ଆଜି

ଭୁବନେଶ୍ୱର: ପିଆଜ ଓ ଡାଲିର ଦରବୃଦ୍ଧି ରୋକିବା ପାଇଁ ସରକାରଙ୍କ ପ୍ରୟାସ ଆରମ୍ଭ। ଆଜି ୧୧ଟାରେ ବ୍ୟବସାୟୀ ମହାସଂଘ ସହ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ସହ ଏନେଇ ଆଲୋଚନା ହେବାର ଯୋଜନା ରହିଛି।  ଖୁଚୁରା ବଜାରରେ ପିଆଜ ଦର ୬୦ ଟଙ୍କ।ରେ ପହଞ୍ଚିଥିବା ବେଳେ ଡାଲି ଦର ୧୪୦ ଟଙ୍କ। ଟପିଲାଣି।  ତେବେ ଦର ନିୟନ୍ତ୍ରଣ ସହ କଳାବଜାରି ରୋକିବା ପାଇଁ ରାଜ୍ୟ ସରକାର ଏସ୍ଏନ୍ସିଆଲ୍ କମୋଡେଟି ଆକ୍ଟକୁ କଡା କଡି […]

onion

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 04:28 AM IST

ଭୁବନେଶ୍ୱର: ପିଆଜ ଓ ଡାଲିର ଦରବୃଦ୍ଧି ରୋକିବା ପାଇଁ ସରକାରଙ୍କ ପ୍ରୟାସ ଆରମ୍ଭ। ଆଜି ୧୧ଟାରେ ବ୍ୟବସାୟୀ ମହାସଂଘ ସହ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ସହ ଏନେଇ ଆଲୋଚନା ହେବାର ଯୋଜନା ରହିଛି।  ଖୁଚୁରା ବଜାରରେ ପିଆଜ ଦର ୬୦ ଟଙ୍କ।ରେ ପହଞ୍ଚିଥିବା ବେଳେ ଡାଲି ଦର ୧୪୦ ଟଙ୍କ। ଟପିଲାଣି।  ତେବେ ଦର ନିୟନ୍ତ୍ରଣ ସହ କଳାବଜାରି ରୋକିବା ପାଇଁ ରାଜ୍ୟ ସରକାର ଏସ୍ଏନ୍ସିଆଲ୍ କମୋଡେଟି ଆକ୍ଟକୁ କଡା କଡି କରିଛନ୍ତି। ସବୁ ଜିଲ୍ଲାପାଳଙ୍କୁ ବଜାର ଉପରେ ନଜର ରଖିବା ପାଇଁ କୁହାଯାଇଛି । ଯେଉଁମାନେ ପିଆଜ ଏବଂ ଡାଲି ମହଜୁଦ କରି ରଖି କଳାବଜାରି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related story