ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ସୌମ୍ୟଙ୍କ ବିସ୍ଫୋରକ ବୟାନ  

ନୟାଗଡ଼(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଥିବା ବେଳେ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ । ସେ କହିଛନ୍ତି, ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲିକୁ ଘଣ୍ଟ ଘୋଡ଼ା ଯାଉଛି। ମନ୍ତ୍ରୀ ଅରୁଣ ସାହୁ ଘଣ୍ଟ ଘୋଡ଼ାଉଛନ୍ତି। ବାବୁଲି ଉପସ୍ଥିତିରେ ପରୀର ବାପା ଏବଂ ମାଙ୍କୁ ମାଡ଼ ମରା ଯାଇଥିଲା। ଏନେଇ ମୁଁ ମନ୍ତ୍ରୀ ଅରୁଣ ସାହୁଙ୍କୁ ଫୋନ୍ କରି […]

arunasahoo

arunasahoo

Niharika Rout
  • Published: Friday, 27 November 2020
  • Updated: 27 November 2020, 02:32 PM IST

Sports

Latest News

ନୟାଗଡ଼(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଥିବା ବେଳେ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ ।

ସେ କହିଛନ୍ତି, ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲିକୁ ଘଣ୍ଟ ଘୋଡ଼ା ଯାଉଛି। ମନ୍ତ୍ରୀ ଅରୁଣ ସାହୁ ଘଣ୍ଟ ଘୋଡ଼ାଉଛନ୍ତି। ବାବୁଲି ଉପସ୍ଥିତିରେ ପରୀର ବାପା ଏବଂ ମାଙ୍କୁ ମାଡ଼ ମରା ଯାଇଥିଲା। ଏନେଇ ମୁଁ ମନ୍ତ୍ରୀ ଅରୁଣ ସାହୁଙ୍କୁ ଫୋନ୍ କରି ଜଣାଇଥିଲି। ମନ୍ତ୍ରୀ କହିଥିଲେ ସେ ନୟାଗଡ଼ରେ ନାହିଁ ତାଙ୍କ ପାଖରେ ଅଛି। କିନ୍ତୁ ସେତେବେଳକୁ ବାବୁଲି ଘଟଣା ସ୍ଥଳରେ ଥିବା ପ୍ରମାଣ ଦେଇଥିଲି। ଏ ସବୁଥିରୁ ସ୍ପଷ୍ଟ ହେଉଛି ଯେ ବାବୁଲିକୁ ମନ୍ତ୍ରୀ ଘଣ୍ଟ ଘୋଡ଼ାଉଥିଲେ।

ସୌମ୍ୟ କହିଛନ୍ତି, ପରୀ ହତ୍ୟା ଘଟଣାରେ ଚୂଳରୁ ମୂଳ ଯାଏ ସଂପୃକ୍ତ ଅଛନ୍ତି। ଏହାକୁ ନେଇ ମୁଁ ମୁହଁ ଖୋଲିବାରୁ ବିଭିନ୍ନ ପ୍ରକାର ଧମକ ମିଳୁଛି। ଏହାକୁ ନେଇ ଯଦି ମୋର କିମ୍ବା ମୋ ପରିବାରର କିଛି ହୁଏ ସେଥିପାଇଁ ମନ୍ତ୍ରୀ ଅରୁଣ ସାହୁ ସଂପୂର୍ଣ୍ଣ ଦାୟୀ ରହିବେ।

ସେ ଆହୁରି କହିଛନ୍ତି, କ'ଣ ପାଇଁ ୫ ବର୍ଷର କୁନି ଝିଅକୁ ଅପହରଣ କରି ହତ୍ୟା କରାଯିବ ? ଅଙ୍ଗ ତସ୍କରୀ ପାଇଁ ପରୀକୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି। କୌଣସି ବଡ଼ ଲୋକଙ୍କ ଠାରେ ପରୀର ଅଙ୍ଗ ଲଗାଯାଇଛି।

ସୌମ୍ୟ ନୟାଗଡ଼ ଏସ୍‌ପିଙ୍କ ବିରୋଧରେ ମଧ୍ୟ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି,  ପରୀ ହତ୍ୟା ଘଟଣାକୁ ନେଇ ଏକ ରାସ୍ତାରୋକ କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ରାସ୍ତାରୋକ ହୋଇଥିଲା। ଏହାକୁ ନେଇ ଏସ୍‌ପି ମୋତେ ଦୋଷାରୋପ କରିଥିଲେ। ଏସବୁଥିରୁ ଓହରି ଯିବାକୁ ମୋତେ ଏସ୍‌ପି କହିଥିଲେ। ଏସ୍‌ପି ହସି ହସି ମୋତେ ଏଥିରୁ ଓହରି ଯିବାକୁ କହିଥିଲେ।

ସୂଚନାଯୋଗ୍ୟ, ପରୀର ବାପାମା’ଙ୍କ ଆତ୍ମାହୁତି ଉଦ୍ୟମ ପରେ ଏକ ଅଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ମନ୍ତ୍ରୀ ଅରୁଣ ସାହୁ ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ସହ କଥା ହେଉଥିଲେ। ସୌମ୍ୟଙ୍କ ପ୍ରରୋଚନାରେ ପରୀର ବାପାମା’ ତାଙ୍କୁ ଏହି ଘଟଣାରେ ପୂରାଉ ଥିବା ମନ୍ତ୍ରୀ ଅରୁଣ ସାହୁ କହୁଥିବାର ଶୁଣିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story