ଏସ୍‌ସି/ଏସ୍‌ଟି କୋର୍ଟରେ ହାଜର ହେଲେ ସାରଥି

କଟକ(ଓଡ଼ିଶା ରିପୋର୍ଟର): ସାରଥି ଓରଫ୍ ସନ୍ତୋଷ ରାଉଳଙ୍କୁ ଆଜି କଟକ ଏସ୍‌ସି/ଏସ୍‌ଟି କୋର୍ଟରେ ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚର ମୂଳ ମାମଲାର ଚାର୍ଜଫ୍ରେମ୍ ପାଇଁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଆଜି କୋର୍ଟରେ ଅନ୍ୟ ୨ଦୁଇ ଜଣ ସାକ୍ଷୀ ଅନୁପସ୍ଥିତ ରହିବାରୁ ଚାର୍ଜଫ୍ରେମ୍ ହୋଇପାରିନାହିଁ।  ମେ’୧୭ ତାରିଖରେ କୋର୍ଟରେ ଚାର୍ଜଫ୍ରେମ୍ ଦାଖଲ କରିବ କ୍ରାଇମବ୍ରାଞ୍ଚ।

sarathimmmmmmmmmmm

Tapaswini Nayak
  • Published: Friday, 10 May 2019
  • , Updated: 10 May 2019, 12:41 PM IST

Related story