ସାରଥି ବିବାଦ: ବିବାଦୀୟ ଯୁବତୀଙ୍କ ସହ ଗୋଲକୁଣ୍ଡା ହୋଟେଲରେ ରହିଥିବା ନେଇ ମିଳିଛି ପ୍ରମାଣ

କଟକ: ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ସାରଥି ଓରଫ ସନ୍ତୋଷ ରାଉଳ ବିବାଦୀୟ ଯୁବତୀଙ୍କ ସହ ରହିଥିବା ନେଇ କ୍ରାଇମବ୍ରାଞ୍ଚକୁ ମିଳିଛି ଠୋସ ପ୍ରମାଣ। ସିସିଟିଭି ଯାଞ୍ଚ ବେଳେ ହୋଟେଲର ରିସେପ୍ସନ ଏରିଆରେ ଉଭୟଙ୍କ କିଛି ଫଟୋ କ୍ରାଇମବ୍ରାଞ୍ଚକୁ ମିଳିଛି। ହାଇଦ୍ରାବାଦ ହୋଟେଲରେ ସାରଥିଙ୍କ ଫଟୋକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ସାରଥି ଓ ବିବାଦୀୟ ଯୁବତୀ ଗତ ଜୁଲାଇ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଗୋଲକୋଣ୍ଡା ହୋଟେଲରେ ରହିଥିବା ସନ୍ଦେହ କରାଯାଉଥିଲ। ଏହାର ଛାନଭିନ ପାଇଁ କ୍ରାଇମବ୍ରାଞ୍ଚର […]

FotorCreated

FotorCreated

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 08:09 AM IST

Sports

Latest News

କଟକ: ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ସାରଥି ଓରଫ ସନ୍ତୋଷ ରାଉଳ ବିବାଦୀୟ ଯୁବତୀଙ୍କ ସହ ରହିଥିବା ନେଇ କ୍ରାଇମବ୍ରାଞ୍ଚକୁ ମିଳିଛି ଠୋସ ପ୍ରମାଣ। ସିସିଟିଭି ଯାଞ୍ଚ ବେଳେ ହୋଟେଲର ରିସେପ୍ସନ ଏରିଆରେ ଉଭୟଙ୍କ କିଛି ଫଟୋ କ୍ରାଇମବ୍ରାଞ୍ଚକୁ ମିଳିଛି। ହାଇଦ୍ରାବାଦ ହୋଟେଲରେ ସାରଥିଙ୍କ ଫଟୋକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ସାରଥି ଓ ବିବାଦୀୟ ଯୁବତୀ ଗତ ଜୁଲାଇ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଗୋଲକୋଣ୍ଡା ହୋଟେଲରେ ରହିଥିବା ସନ୍ଦେହ କରାଯାଉଥିଲ। ଏହାର ଛାନଭିନ ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍ ହାଦ୍ରାବାଦର ଗୋଲକୁଣ୍ଡା ହୋଟେଲକୁ ଯାଇ ଯାଞ୍ଚ କରିଥିଲେ। ସେମାନେ ହୋଟେଲର ସିସିଟିଭି ଫୁଟେଜ ଯାଂଚ କରିବା ସହ ଏହାକୁ ଜବତ କରିଥିଲେ।  ହୋଟେଲର ରେଜିଷ୍ଟର ଓ ସାରଥି ରହିଥିବା ରୁମ ମଧ୍ୟ ଯାଞ୍ଚ କରିଥିଲା କ୍ରାଇମବ୍ରାଞ୍ଚ। ପ୍ରଥମେ ଯୁବତୀ ଜଣକ ହିଁ କହିଥିଲେ ଯେ ସାରଥିଙ୍କ ସହ ସେ ହ୍ରଇଦ୍ରାବାଦ ଯାଇଥିଲେ।  ତେବେ ପରେ ଯୁବତୀ ଜଣକ  କ୍ରାଇମବ୍ରାଞ୍ଚରେ ସାରଥିଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଚାପରେ ପଡ଼ି ସେ ଏଭଳି କହିଥିବା ଯୁବତୀ ଜଣଙ୍କ ତାଙ୍କ ଏଫଆଇଆରରେ ଦର୍ଶାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story