ସାରଥି ମାମଲା: ଶରତ ପାତ୍ରଙ୍କ କ୍ରାଇମବ୍ରାଞ୍ଚ ରିମାଣ୍ଡର ଆଜି  ଦ୍ୱିତୀୟ ଦିନ

କେନ୍ଦ୍ରାପଡା: ସାରଥି ମାମଲାରେ ଗିରଫ ହୋଇଥିବା ଶରତ ପାତ୍ରଙ୍କର କ୍ରାଇମବ୍ରାଞ୍ଚ ରିମାଣ୍ଡର ଆଜି ଦ୍ୱିତୀୟ ଦିନ। କ୍ରାଇମବ୍ରାଞ୍ଚ ତାଙ୍କଠାରୁ ସାରଥିଙ୍କ ଆର୍ଥିକ କାରବାର ନେଇ  ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଉଦ୍ୟମ କରିବ। ଗତକାଲି କେନ୍ଦ୍ରାପଡ଼ା ଏସଡିଜେଏମଙ୍କ କୋର୍ଟରେ ହାଜର କରାଯିବା ପରେ ୩ ଦିନ ପାଇଁ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ସାରଥିଙ୍କ ଆଶ୍ରମର ଜଣେ ପୀଡ଼ିତା ଶରତଙ୍କ ବିରୋଧରେ ଧମକ ଦେବା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି କ୍ରାଇମବ୍ରାଞ୍ଚ ତାଙ୍କୁ ଶୁକ୍ରବାର […]

sarat

Rakesh Mallick
  • Published: Sunday, 30 August 2015
  • , Updated: 30 August 2015, 05:59 AM IST

କେନ୍ଦ୍ରାପଡା: ସାରଥି ମାମଲାରେ ଗିରଫ ହୋଇଥିବା ଶରତ ପାତ୍ରଙ୍କର କ୍ରାଇମବ୍ରାଞ୍ଚ ରିମାଣ୍ଡର ଆଜି ଦ୍ୱିତୀୟ ଦିନ। କ୍ରାଇମବ୍ରାଞ୍ଚ ତାଙ୍କଠାରୁ ସାରଥିଙ୍କ ଆର୍ଥିକ କାରବାର ନେଇ  ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଉଦ୍ୟମ କରିବ। ଗତକାଲି କେନ୍ଦ୍ରାପଡ଼ା ଏସଡିଜେଏମଙ୍କ କୋର୍ଟରେ ହାଜର କରାଯିବା ପରେ ୩ ଦିନ ପାଇଁ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ସାରଥିଙ୍କ ଆଶ୍ରମର ଜଣେ ପୀଡ଼ିତା ଶରତଙ୍କ ବିରୋଧରେ ଧମକ ଦେବା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି କ୍ରାଇମବ୍ରାଞ୍ଚ ତାଙ୍କୁ ଶୁକ୍ରବାର ଗିରଫ କରିଥିଲା। ଶରତ, ସାରଥି ଆଶ୍ରମର ପରିଚାଳନା ଦାୟିତ୍ୱ ସହ ଆର୍ଥିକ କାରବାର ମଧ୍ୟ ବୁଝୁଥିଲେ। ଶିକ୍ଷକ ଥିବା ଶରତଙ୍କୁ ପୂର୍ବରୁ ଚାକିରିରୁ ସସପେଣ୍ଡ କରାଯାଇଥିଲା।

Related story