ସର୍ଦ୍ଦାର ରାଜସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ନାମଲେଖା ଲାଗି ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ସର୍ଦ୍ଦାର ରାଜସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ନାମଲେଖା ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ନାମଲେଖା ନେଇ ଆଜି ଡିଏମ୍ଇଟି ବିଜ୍ଞପ୍ତି ଜାରି କରିଛି। ଆସନ୍ତା ଡିସେମ୍ୱର ୧୫ ଓ ୧୬ ଦୁଇଦିନ ଧରି ପଞ୍ଜିକରଣ ଓ ଆବେଦନ ପାଇଁ ସ୍ଥିର ହୋଇଛି। ନାମ ପଞ୍ଜିକରଣ ଡିଏମ୍ଇଟି ୱେବସାଇଟରେ ଅନଲାଇନରେ ହେବ। ଏହାପରେ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ରାଙ୍କ ଅନୁସାରେ ଆଡମିସନ୍ ହେବ। ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ୧୨୪ଜଣ ପିଲାଙ୍କ ମଧ୍ୟରୁ ୫୫ଜଣ ବ୍ରହ୍ମପୁରସ୍ଥିତ […]

sardarraja

Rakesh Mallick
  • Published: Friday, 11 December 2015
  • , Updated: 11 December 2015, 05:24 PM IST

ଭୁବନେଶ୍ୱର: ସର୍ଦ୍ଦାର ରାଜସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ନାମଲେଖା ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ନାମଲେଖା ନେଇ ଆଜି ଡିଏମ୍ଇଟି ବିଜ୍ଞପ୍ତି ଜାରି କରିଛି। ଆସନ୍ତା ଡିସେମ୍ୱର ୧୫ ଓ ୧୬ ଦୁଇଦିନ ଧରି ପଞ୍ଜିକରଣ ଓ ଆବେଦନ ପାଇଁ ସ୍ଥିର ହୋଇଛି। ନାମ ପଞ୍ଜିକରଣ ଡିଏମ୍ଇଟି ୱେବସାଇଟରେ ଅନଲାଇନରେ ହେବ। ଏହାପରେ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ରାଙ୍କ ଅନୁସାରେ ଆଡମିସନ୍ ହେବ। ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ୧୨୪ଜଣ ପିଲାଙ୍କ ମଧ୍ୟରୁ ୫୫ଜଣ ବ୍ରହ୍ମପୁରସ୍ଥିତ

ଏମକେସିଜି ମେଡିକାଲ କଲେଜରେ ଓ ୫୪ଜଣ ବୁର୍ଲାସ୍ଥିତ ଭିଏସ୍ଏସ୍ ମେଡିକାଲ କଲେଜରେ ନାମ ଲେଖାଇବେ। ବାକି ୧୫ଜଣ ପିଲା ୩ଟି ଘରୋଇ ମେଡିକାଲ କଲେଜରେ ଆଡମିସନ ହେବ।

Related story