କରୋନା ଚିହ୍ନଟ ପାଇଁ ସରପଞ୍ଚ ଓ ୱାର୍ଡମେମ୍ବରଙ୍କୁ ମିଳିଲା କ୍ଷମତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁ ଓ ସହରରେ କରୋନା ରୋଗୀଙ୍କୁ ସନ୍ଦିଗ୍ଧ ଚିହ୍ନଟ କରିବା ନିମନ୍ତେ ସରପଞ୍ଚ, ୱାର୍ଡ ମେମ୍ବର, କର୍ପୋରେଟ, କାଉନସିଲର, ଆବାସିକ ୱେଲଫେୟାର ଆସୋସିଏସନ୍ କର୍ମକର୍ତ୍ତାଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ଜାରି ହୋଇଥିବା ‘ଓଡ଼ିଶା ସିଓଭିଆଇଡି-୧୯ ରେଗୁଲେସନ୍ସ-୨୦୨୦’ ରେ ଆଜି ସଂଶୋଧନ କରି ସେଥିରେ ଆଉ ଦୁଇଟି ଧାରା ଯୋଡ଼ିଛନ୍ତି। ନିୟମାବଳୀରେ ସଂଶୋଧନ ସହ ରାଜ୍ୟ ସରକାର ମଧ୍ୟ କରୋନା ଭାଇରସର ମୁକାବିଲା ପାଇଁ ଏକ ବୈଷୟିକ […]

coronavirus

coronavirus

Manoranjan Sial
  • Published: Saturday, 14 March 2020
  • Updated: 14 March 2020, 09:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁ ଓ ସହରରେ କରୋନା ରୋଗୀଙ୍କୁ ସନ୍ଦିଗ୍ଧ ଚିହ୍ନଟ କରିବା ନିମନ୍ତେ ସରପଞ୍ଚ, ୱାର୍ଡ ମେମ୍ବର, କର୍ପୋରେଟ, କାଉନସିଲର, ଆବାସିକ ୱେଲଫେୟାର ଆସୋସିଏସନ୍ କର୍ମକର୍ତ୍ତାଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ଜାରି ହୋଇଥିବା ‘ଓଡ଼ିଶା ସିଓଭିଆଇଡି-୧୯ ରେଗୁଲେସନ୍ସ-୨୦୨୦’ ରେ ଆଜି ସଂଶୋଧନ କରି ସେଥିରେ ଆଉ ଦୁଇଟି ଧାରା ଯୋଡ଼ିଛନ୍ତି। ନିୟମାବଳୀରେ ସଂଶୋଧନ ସହ ରାଜ୍ୟ ସରକାର ମଧ୍ୟ କରୋନା ଭାଇରସର ମୁକାବିଲା ପାଇଁ ଏକ ବୈଷୟିକ ପରାମର୍ଶଦାତା କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି ଯେ, ମହାମାରୀ ଆଇନ-୧୮୯୭ର ପ୍ରାବଧାନ ଅନୁସାରେ ଗତକାଲି ଓଡ଼ିଶା ସରକାର ଜାରି କରିଥିବା ରେଗୁଲେସନ୍ସରେ ଆଜି ସଂଶୋଧନ କରିଛନ୍ତି। ପଞ୍ଚାୟତସ୍ତରରେ ସରପଞ୍ଚ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ୱାର୍ଡମେମ୍ବର ଏବଂ ସହରାଞ୍ଚଳରେ କର୍ପୋରେଟର, କାଉନସିଲର ଓ ଆବାସିକ କଲ୍ୟାଣ ସୋସାଇଟିର ପଦାଧିକାରୀମାନଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି। ସେମାନେ ବିଦେଶରୁ ନିଜ ଅଞ୍ଚଳକୁ ଗତ ୧୪ଦିନ ମଧ୍ୟରେ ଆସିଥିବା ଯେକୌଣସି ବ୍ୟକ୍ତିଙ୍କ ସମ୍ପର୍କରେ ସ୍ଥାନୀୟ ବିଡିଓ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସୂଚନା ଦେବେ। ସେମାନେ ଏହି ସୂଚନାକୁ ତୁରନ୍ତ ଜିଲ୍ଲାପାଳ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଦୃଷ୍ଟିକୁ ଆଣିବେ। ସନ୍ଦିଗ୍ଧ ବ୍ୟକ୍ତିଙ୍କର ନାଁ, ବୟସ, ଟେଲିଫୋନ୍ ନମ୍ବର, ଠିକଣା ଆଦି ସୂଚନା ସଂଗ୍ରହ କରିବେ ବୋଲି ନିୟମାବଳୀରେ ଉଲ୍ଲେଖ ରହିଛି।

ଏହାବ୍ୟତୀତ ଯେଉଁ ଅଧିକାରୀମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି ସେମାନେ ନିଜ ଅଞ୍ଚଳରେ କରୋନା ଭାଇରସ୍ ବ୍ୟାପିବାକୁ ବନ୍ଦ କରିବା ନିମନ୍ତେ ଲୋକଙ୍କ ସମାବେଶ ଉପରେ କଟକଣା ସହ ସାମାଜିକ ଦୂରତ୍ୱ ବଜାୟ ରଖିବେ ବୋଲି ନିୟମାବଳୀରେ ଉଲ୍ଲେଖ କରାଯାଇଛି। ସେହିପରି ରାଜ୍ୟ ସରକାରଙ୍କୁ କରୋନା ଭାଇରସର ମୁକାବିଲା କରିବା ନିମନ୍ତେ ଆବଶ୍ୟକ ପରାମର୍ଶ ଦେବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ, ବୈଜ୍ଞାନିକ ଓ ଡାକ୍ତରମାନଙ୍କୁ ନେଇ ଖୁବଶୀଘ୍ର ଏକ ବୈଷୟିକ ପରାମର୍ଶଦାତା କମିଟି ଗଠନ କରାଯିବ। ଏଥିରେ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ, ବରିଷ୍ଠ ଡାକ୍ତର ଓ ବୈଜ୍ଞାନିକମାନେ ରହିବେ ବୋଲି ସେ କହିଛନ୍ତି।

ସେହିପରି ରାଜ୍ୟ ସରକାର ଏହାକୁ ‘ବିପର୍ଯ୍ୟୟ’ ତାଲିକାରେ ସାମିଲ କରିସାରିଥିବାରୁ ଜିଲ୍ଲାପାଳ,ଏସପି ଓ ଅନ୍ୟ ଜିଲ୍ଲାସ୍ତରର ବରିଷ୍ଠ ଅଧିକାରୀମାନଙ୍କୁ ସେହି ଆଧାରରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଥିବା ସମସ୍ତ ମେଡିକାଲକୁ ଯୁଦ୍ଧକାଳୀନ ଭିତ୍ତିରେ ପରିଷ୍କାର ଓ ପରିଚ୍ଛନ୍ନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଭିଯାନ ଖୁବଶୀଘ୍ର ଆରମ୍ଭ ହେବ।
ଏବେସୁଦ୍ଧା ରାଜ୍ୟରେ ୧୪୧ଜଣ କରୋନା ସନ୍ଦିଗ୍ଧ ଥିବା ଆଶଙ୍କା କରାଯାଉଛି। ସେମାନଙ୍କ ମଧ୍ୟରୁ ୯ ଜଣ ଏସସିବି ମେଡିକାଲ କଲେଜରେ, ୨ଜଣ ବୁର୍ଲା ମେଡିକାଲ କଲେଜ ଓ ୪ଜଣ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟମାନଙ୍କୁ ‘ହୋମ ଆଇସୋଲେସନ’ ବ୍ୟବସ୍ଥାରେ ରଖାଯାଇଛି ବୋଲି ଶ୍ରୀ ଶର୍ମା କହିଛନ୍ତି।

କେନ୍ଦ୍ର ସରକାର ମଧ୍ୟ ଆଜି ‘କରୋନା’କୁ ବିପର୍ଯ୍ୟୟ ତାଲିକାଭୁକ୍ତ କରିବା ସହ ମାସ୍କ ଓ ସାନିଟାଇଜେସନକୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପରିସରଭୁକ୍ତ କରିଛନ୍ତି। ତେଣୁ ଯେଉଁମାନେ ମାସ୍କ ଓ ସାନିଟାଇଜେସନକୁ କଳାବଜାରୀ କରିବେ ଅବା ବେଆଇନ ମହଜୁଦ କରିବେ ସେମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ବଳରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story