ସାରୁଅ ଜମି କିଣାବିକା ମାମଲା, ବ୍ୟାକ୍ ଫୁଟ୍‌କୁ ଆସିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବେନାମୀ ଟ୍ରାଞ୍ଜାକସନ୍‌ର ତଦନ୍ତ ରାଜ୍ୟ ପୁଲିସର ତଦନ୍ତ ପରିସରଭୁକ୍ତ ନୁହେଁ । ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଓଡ଼ିଶା ଇନ୍‌ଫ୍ରା ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଜମି କିଣା ଦୁର୍ନୀତି ଅଭିଯୋଗ ଉପରେ ଏକ ପ୍ରେସମିଟ୍‌ରେ ଏହା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ତେଣୁ ବେନାମୀ ଟ୍ରାଞ୍ଜାକସନର ତଦନ୍ତ ପାଇଁ  ଆୟକର ବିଭାଗକୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି । ଅନ୍ୟପଟେ ସାରୁଅ ଜମି କିଣାବିକା ମାମଲାର ତଦନ୍ତ ଭାର ଆୟକର ବିଭାଗକୁ ହସ୍ତାନ୍ତର […]

sura

sura

Tapas Behera
  • Published: Thursday, 05 November 2020
  • Updated: 05 November 2020, 06:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବେନାମୀ ଟ୍ରାଞ୍ଜାକସନ୍‌ର ତଦନ୍ତ ରାଜ୍ୟ ପୁଲିସର ତଦନ୍ତ ପରିସରଭୁକ୍ତ ନୁହେଁ । ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଓଡ଼ିଶା ଇନ୍‌ଫ୍ରା ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଜମି କିଣା ଦୁର୍ନୀତି ଅଭିଯୋଗ ଉପରେ ଏକ ପ୍ରେସମିଟ୍‌ରେ ଏହା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ତେଣୁ ବେନାମୀ ଟ୍ରାଞ୍ଜାକସନର ତଦନ୍ତ ପାଇଁ  ଆୟକର ବିଭାଗକୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି ।

ଅନ୍ୟପଟେ ସାରୁଅ ଜମି କିଣାବିକା ମାମଲାର ତଦନ୍ତ ଭାର ଆୟକର ବିଭାଗକୁ ହସ୍ତାନ୍ତର ଲାଗି କ୍ରାଇମ ବ୍ରାଞ୍ଚ ପକ୍ଷରୁ ଅନୁରୋଧ କରାଯିବାକୁ ସ୍ୱାଗତ କରିଛି ଓଡ଼ିଶା ଟେଲିଭିଜନ ଲିମିଟେଡ୍ । କଂପାନୀ ପକ୍ଷରୁ ଏକ ପ୍ରେସ୍ ରିଲିଜରେ କୁହାଯାଇଛି  ଯେ, ଆମେ ଆରମ୍ଭରୁ କହି ଆସୁଛୁ ଏହି ବେନାମୀ ଜମି କାରବାରର ଅଭିଯୋଗ ମାମଲା ରାଜ୍ୟ ପୋଲିସର ତଦନ୍ତ ପରିସରଭୁକ୍ତ ନୁହେଁ। ଏହାସତ୍ତ୍ୱେ ଓଟିଭି ଓ ଏହାର ଗ୍ରୁପ୍ କଂପାନୀ ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ- OIPL ବିରୋଧରେ ଅନେକ ମିଥ୍ୟା ମାମଲା ରୁଜ୍ଜୁ କରାଯିବା ସହ ଆମ ଲୋକମାନଙ୍କୁ ହଇରାଣ ହରକତ କରାଯାଉଛି ।

ଆମେ ଅଦାଲତଙ୍କ ନିକଟରେ ମଧ୍ୟ ଏନେଇ ଯୁକ୍ତି ଉପସ୍ଥାପନ କରିଆସିଛୁ ଯେ, ଏହା ରାଜ୍ୟ ପୋଲିସର ତଦନ୍ତ ପରିସରଭୁକ୍ତ ନୁହେଁ, କି ଏହି ଅଭିଯୋଗ ମଧ୍ୟ କୋର୍ଟରେ ତିଷ୍ଠିବ ନାହିଁ  । ଆଜି ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ମଧ୍ୟ ଆମେ ଏହି ମାମଲା ଆୟକର ବିଭାଗକୁ ହସ୍ତାନ୍ତର କରିବାକୁ ଦାବି ଉପସ୍ଥାପନ କରିଥିଲୁ । ଶେଷରେ ଆମେ ଖୁସି ଯେ, ଏହାକୁ ରାଜ୍ୟ ପୁଲିସ  ସ୍ୱୀକାର କରିଛି ଏବଂ ମାମଲାର ତଦନ୍ତ କେନ୍ଦ୍ର ସରକାରଙ୍କ ଆୟକର ବିଭାଗ ଦ୍ୱାରା କରିବାକୁ ଅନୁରୋଧ କରିଛି । ଏବେ ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲାରେ କ୍ରାଇମ ବ୍ରାଞ୍ଚର EOW ଶାଖା ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story