ତୈଳଦର ଉପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବ ହାସ୍ୟାସ୍ପଦ: ଅର୍ଥମନ୍ତ୍ରୀ ଶଶିଭୂଷଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୈଳଦର ଉପରେ ରାଜ୍ୟଗୁଡିକ ଭାଟ୍  ୫ ପ୍ରତିଶତ କମାନ୍ତୁ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବ ହାସ୍ୟାସ୍ପଦ ସହ ଅଯୌକ୍ତିକର ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଆଜି ଦିଲ୍ଲୀରେ ଜିଏସଟି କାଉନସିଲ୍ ବୈଠକ ପରେ ସାମ୍ବାଦିକଙ୍କୁ ଶଶିଭୂଷଣ କହିଛନ୍ତି, ତୈଳ ଉପରେ ଓଡିଶା ଅନ୍ୟ ରାଜ୍ୟ ଅପେକ୍ଷା ଯଥେଷ୍ଟ  କମ୍ ଭାଟ୍ ୨୬ ପ୍ରତିଶତ ନେଉଛନ୍ତି।  ଏପରିକି କେନ୍ଦ୍ର ସରକାରଙ୍କ ଯେଉଁ ୨ ଟଙ୍କା ଉତ୍ପାଦ ଶୁଳ୍କ ଛାଡ […]

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 11:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୈଳଦର ଉପରେ ରାଜ୍ୟଗୁଡିକ ଭାଟ୍  ୫ ପ୍ରତିଶତ କମାନ୍ତୁ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବ ହାସ୍ୟାସ୍ପଦ ସହ ଅଯୌକ୍ତିକର ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଆଜି ଦିଲ୍ଲୀରେ ଜିଏସଟି କାଉନସିଲ୍ ବୈଠକ ପରେ ସାମ୍ବାଦିକଙ୍କୁ ଶଶିଭୂଷଣ କହିଛନ୍ତି, ତୈଳ ଉପରେ ଓଡିଶା ଅନ୍ୟ ରାଜ୍ୟ ଅପେକ୍ଷା ଯଥେଷ୍ଟ  କମ୍ ଭାଟ୍ ୨୬ ପ୍ରତିଶତ ନେଉଛନ୍ତି।  ଏପରିକି କେନ୍ଦ୍ର ସରକାରଙ୍କ ଯେଉଁ ୨ ଟଙ୍କା ଉତ୍ପାଦ ଶୁଳ୍କ ଛାଡ କରିଛନ୍ତି, ସେଥିରେ ବି ରାଜ୍ୟଗୁଡିକର ଅଂଶ ରହିଛି। ତେବେ ଓଡିଶାର ଆର୍ଥିକ ସ୍ଥିତିକୁ ଦେଖି ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ଶଶିଭୂଷଣ ସୂଚନା ଦେଇଛନ୍ତି।

Related story