ଷଷ୍ଠ ଦିନରେ ମାଓବାଦୀଙ୍କ ପ୍ରତିବାଦ ସପ୍ତାହ

କୋରାପୁଟ:ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଜାରି ରହିଥିବା ମାଓବାଦୀଙ୍କର ପ୍ରତିବାଦ  ସପ୍ତାହ ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ସୋମବାର ଠାରୁ ସଂପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି। ସୋମ‍ବାର ଏବଂ ମଙ୍ଗଳବାର ଦୁଇ ଦିନ ପାଇଁ ମାଓ ସଂଗଠନ ପକ୍ଷରୁ ଏହି ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ସୋମବାର ସକାଳୁ ବିଭିନ୍ନ ଅଞ୍ଚଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଅନକାଡେଲି ଠାରୁ ଜୟପୁର,କୋରାପୁଟ, ଦାମନଯୋଡି ଓ ଲମତାପୁଟକୁ ବସ୍ ଚଳାଚଳ ବନ୍ଦ ରହିଛି। ଫଳରେ ଗମନାଗମନ […]

jeypore

Rakesh Mallick
  • Published: Monday, 06 July 2015
  • , Updated: 06 July 2015, 09:15 AM IST

କୋରାପୁଟ:ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଜାରି ରହିଥିବା ମାଓବାଦୀଙ୍କର ପ୍ରତିବାଦ  ସପ୍ତାହ ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ସୋମବାର ଠାରୁ ସଂପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି। ସୋମ‍ବାର ଏବଂ ମଙ୍ଗଳବାର ଦୁଇ ଦିନ ପାଇଁ ମାଓ ସଂଗଠନ ପକ୍ଷରୁ ଏହି ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ସୋମବାର ସକାଳୁ ବିଭିନ୍ନ ଅଞ୍ଚଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଅନକାଡେଲି ଠାରୁ ଜୟପୁର,କୋରାପୁଟ, ଦାମନଯୋଡି ଓ ଲମତାପୁଟକୁ ବସ୍ ଚଳାଚଳ ବନ୍ଦ ରହିଛି। ଫଳରେ ଗମନାଗମନ ପ୍ରଭାବିତ ହୋଇଛି।

Related story