ସମ୍ବଲପୁରରେ ଆଇଆଇଏମ୍ ପ୍ରସଙ୍ଗ: ପ୍ରସ୍ତାବିତ ଅଞ୍ଚଳ ବୁଲି ଦେଖିଲେ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ

ସମ୍ୱଲପୁର: ସମ୍ୱଲପୁରରେ ଆଇଆଇଏସର କ୍ୟାମ୍ପସ ପାଇଁ ପ୍ରସ୍ତାବିତ ୨ ଟି ପ୍ରକଳ୍ପ ଅଂଚଳ ବୁଲି ଦେଖିଛନ୍ତି ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ବିଷ୍ଣୁପଦ ସାହୁ ଓ ତାଙ୍କ ଟିମ। ଏହି ଟିମ ଗତକାଲିଠାରୁ ସମ୍ୱଲପୁରର ଲମ୍ୱଡୁଙ୍ଗୁରୀ ଓ ଗୋଶାଳା ସମେତ ରେଙ୍ଗ।ଲିରେ ଅନ୍ୟ ଏକ ଅଂଚଳ ବୁଲି ଦେଖିଛନ୍ତି। ଏ ଟିମ୍ କେନ୍ଦ୍ର ସରକରାରଙ୍କ ପକ୍ଷରୁ ଧାର୍ଯ୍ୟ ୫ଟି ମାନଦଣ୍ଡ ଉପରେ ବିଚାର କରି ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ଦେବେ। ରବିବାର ଓ ସୋମବାର ପ୍ରସ୍ତାବିତ ଅଂଚଳ ବୁଲି […]

iim samblpur

Rakesh Mallick
  • Published: Monday, 01 June 2015
  • , Updated: 01 June 2015, 10:40 AM IST

ସମ୍ୱଲପୁର: ସମ୍ୱଲପୁରରେ ଆଇଆଇଏସର କ୍ୟାମ୍ପସ ପାଇଁ ପ୍ରସ୍ତାବିତ ୨ ଟି ପ୍ରକଳ୍ପ ଅଂଚଳ ବୁଲି ଦେଖିଛନ୍ତି ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ବିଷ୍ଣୁପଦ ସାହୁ ଓ ତାଙ୍କ ଟିମ। ଏହି ଟିମ ଗତକାଲିଠାରୁ ସମ୍ୱଲପୁରର ଲମ୍ୱଡୁଙ୍ଗୁରୀ ଓ ଗୋଶାଳା ସମେତ ରେଙ୍ଗ।ଲିରେ ଅନ୍ୟ ଏକ ଅଂଚଳ ବୁଲି ଦେଖିଛନ୍ତି। ଏ ଟିମ୍ କେନ୍ଦ୍ର ସରକରାରଙ୍କ ପକ୍ଷରୁ ଧାର୍ଯ୍ୟ ୫ଟି ମାନଦଣ୍ଡ ଉପରେ ବିଚାର କରି ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ଦେବେ। ରବିବାର ଓ ସୋମବାର ପ୍ରସ୍ତାବିତ ଅଂଚଳ ବୁଲି ଦେଖିବା ପରେ ଏହି ଟିମର ସଦସ୍ୟମାନେ ଉତ୍ତରାଂଚଳ ରାଜସ୍ୱ କମିସନର ଓ ସମ୍ୱଲପୁର ଜିଲ୍ଲାପାଳ ଏକ ବୈଠକରେ ଆଲୋଚନା କରିଛନ୍ତି।

Related story