ଏସସି ଓ ଏସଟି ମାମଲା: ଟିଟିଲାଗଡ ବାର ଆସୋସିଏସଏନର କାର୍ଯ୍ୟବନ୍ଦ ଜାରି
ଟିଟିଲାଗଡ: ଟିଟିଲାଗଡ କୋର୍ଟରୁ ସମସ୍ତ ଏସସି ଓ ଏସଟି ମାମଲା ବଲାଙ୍ଗୀର କୋର୍ଟକୁ ସ୍ଥାନାନ୍ତର ନିର୍ଦ୍ଦେଶକୁ ବିରୋଧ କରି ବୁଧବାର ଠାରୁ ଟିଟିଲାଗଡ ବାର ଆସୋସିଏସନ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଡାକରା ଦେଇଛି । ଓକିଲମାନେ କୋର୍ଟରେ ତାଲା ପକାଇବା ସହ ଗତକାଲି ଠାରୁ ପିକେଟିଙ୍ଗ୍ ଜାରି ରଖିଛନ୍ତି। ସରକାର ଏହି ନିର୍ଦ୍ଦେଶନାମା ଫେରସ୍ତ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ତରଫରୁ କୁହାଯାଇଛି।