କାଳିଆର ହେଲା ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ

<p>ନୂଆଦିଲ୍ଲୀ:କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆର ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ପରେ ପୁଣି ଥରେ କାଳିଆର ହୋଇଛି ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ। ସୂଚନାଅନୁସାରେ ଏମ୍ସ ସର୍ଜନଙ୍କ ଦ୍ୱାରା କାଳିଆ ମୁଣ୍ଡର ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ ହୋଇଛି। ଦୁଇ ଦିନ ତଳେ କାଳିଆର ଚେତା ଫେରିବା ପରେ ଏହି ଅପରେସନ୍ ହୋଇଥିବା ସୂଚନା ମିଳିଛି । ଅପରେସନ୍ ପରେ ଜଗାର ସ୍ୱାସ୍ଥ୍ୟସ୍ଥ୍ୟବସ୍ଥା ସ୍ଥିର ରହିଛି। ସେପଟେ ଜଗାର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି। ବର୍ତ୍ତମାନ ଜଗା ସାଧାରଣ ୱାର୍ଡ଼ରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛି। &nbsp;ବାପା ମାଆ ଜଗାକୁ ଭେଟିଥିବା ସୂଚନା ମିଳିଛି।</p> <p>ଗତ କିଛି ଦିନ ପୂର୍ବେ ଏମ୍ସର ନ୍ୟୁରୋ ସାଇନସ୍ ଓ୍ୱାର୍ଡରେ ଅପରେସନ ଥିଏଟରରେ ଜଗା-କାଳିଆଙ୍କ ଯୋଡ଼ାମୁଣ୍ଡକୁ &nbsp;ଅଲଗା କରାଯାଇଥିଲା। &nbsp;ପ୍ରାୟ ୧୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମାରାଥନ ଅସ୍ତ୍ରୋପଚାର ପରେ &nbsp;ଦୁଇ ଭାଇଙ୍କୁ ଅଲଗା କରାଯାଇଥିଲା।</p>

Ordigital Desk
  • Published: Monday, 06 November 2017
  • Updated: 06 November 2017, 08:10 PM IST

Sports

Latest News

<p>ନୂଆଦିଲ୍ଲୀ:କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆର ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ପରେ ପୁଣି ଥରେ କାଳିଆର ହୋଇଛି ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ। ସୂଚନାଅନୁସାରେ ଏମ୍ସ ସର୍ଜନଙ୍କ ଦ୍ୱାରା କାଳିଆ ମୁଣ୍ଡର ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ ହୋଇଛି। ଦୁଇ ଦିନ ତଳେ କାଳିଆର ଚେତା ଫେରିବା ପରେ ଏହି ଅପରେସନ୍ ହୋଇଥିବା ସୂଚନା ମିଳିଛି । ଅପରେସନ୍ ପରେ ଜଗାର ସ୍ୱାସ୍ଥ୍ୟସ୍ଥ୍ୟବସ୍ଥା ସ୍ଥିର ରହିଛି। ସେପଟେ ଜଗାର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି। ବର୍ତ୍ତମାନ ଜଗା ସାଧାରଣ ୱାର୍ଡ଼ରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛି। &nbsp;ବାପା ମାଆ ଜଗାକୁ ଭେଟିଥିବା ସୂଚନା ମିଳିଛି।</p><p>ଗତ କିଛି ଦିନ ପୂର୍ବେ ଏମ୍ସର ନ୍ୟୁରୋ ସାଇନସ୍ ଓ୍ୱାର୍ଡରେ ଅପରେସନ ଥିଏଟରରେ ଜଗା-କାଳିଆଙ୍କ ଯୋଡ଼ାମୁଣ୍ଡକୁ &nbsp;ଅଲଗା କରାଯାଇଥିଲା। &nbsp;ପ୍ରାୟ ୧୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମାରାଥନ ଅସ୍ତ୍ରୋପଚାର ପରେ &nbsp;ଦୁଇ ଭାଇଙ୍କୁ ଅଲଗା କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos