ସ୍କୁଲ ପିଲାଙ୍କୁ ଦିଆଯିବ ଆଇରନ୍‌ ଫୋଲିକ୍‌ ଏସିଡ୍‌ ଟାବଲେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଡ୍‌ ଡେ ମିଲ୍‌(ଏମ୍‌ଡିଏମ୍‌) ରାସନ୍‌ ସହ ସ୍କୁଲ ପିଲାଙ୍କୁ ଦିଆଯିବ ଆଇରନ୍‌ ଫୋଲିକ୍‌ ଏସିଡ୍‌ ଟାବଲେଟ୍‌। ଏହି ଟାବଲେଟ୍‌ ବାଣ୍ଟିବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏମ୍‌ଡିଏମ୍‌ ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ। ଶିକ୍ଷକମାନେ ପିଲାଙ୍କୁ ଆଇରନ୍‌ ଫୋଲିକ୍‌ ଏସିଡ୍‌ ଟାବଲେଟ୍‌ ବାଣ୍ଟିବେ। ଜୁଲାଇ ଓ ଅଗଷ୍ଟ ମାସ ଲାଗି ପ୍ରତି ପିଲା ପିଛା ୧୦ଟି ଟାବଲେଟ୍‌ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ପିଲାଙ୍କ ଅପପୃଷ୍ଟି ଓ ରୋଗ ପ୍ରତିରୋଧ ଶକ୍ତି […]

mid-day-tab

mid-day-tab

Manoranjan Sial
  • Published: Monday, 27 July 2020
  • Updated: 27 July 2020, 11:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଡ୍‌ ଡେ ମିଲ୍‌(ଏମ୍‌ଡିଏମ୍‌) ରାସନ୍‌ ସହ ସ୍କୁଲ ପିଲାଙ୍କୁ ଦିଆଯିବ ଆଇରନ୍‌ ଫୋଲିକ୍‌ ଏସିଡ୍‌ ଟାବଲେଟ୍‌। ଏହି ଟାବଲେଟ୍‌ ବାଣ୍ଟିବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏମ୍‌ଡିଏମ୍‌ ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ। ଶିକ୍ଷକମାନେ ପିଲାଙ୍କୁ ଆଇରନ୍‌ ଫୋଲିକ୍‌ ଏସିଡ୍‌ ଟାବଲେଟ୍‌ ବାଣ୍ଟିବେ। ଜୁଲାଇ ଓ ଅଗଷ୍ଟ ମାସ ଲାଗି ପ୍ରତି ପିଲା ପିଛା ୧୦ଟି ଟାବଲେଟ୍‌ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ପିଲାଙ୍କ ଅପପୃଷ୍ଟି ଓ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ଏହି ଟାବ୍‌ଲେଟ୍‌ ଦିଆଯିବ।

ମହାମାରୀ ‘କରୋନା’ ପାଇଁ ଏବେ ସ୍କୁଲ ବନ୍ଦ ରହିଛି। ସ୍ଥିତିକୁ ଦେଖିଲେ କେବେ ଖୋଲିବ ତାହା ଜଣାପଡ଼ୁନାହିଁ। ଏପରି ସ୍ଥିତିରେ ପିଲାମାନଙ୍କ ଭବିଷ୍ୟତ କଣ ହେବ? ସେମାନେ କେମିତି ପାଠ ପଢ଼ିବେ? ଏହାର ସମାଧାନର ରାସ୍ତା ବାହାର କରିଛନ୍ତି ସରକାର। ପିଲାମାନଙ୍କ ପାଖରେ ବହି ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି। ଏପରିକି ମଧ୍ୟାହ୍ନ ଭୋଜନ ବାବଦକୁ ଅର୍ଥ ମଧ୍ୟ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାର ବ୍ୟବସ୍ଥା କରୁଛନ୍ତି। ଏବେ ପିଲାଙ୍କୁ ମିଡ୍‌ ଡେ ମିଲ୍‌ ରାସନ୍‌ ସହ ଆଇରନ୍‌ ଫୋଲିକ୍‌ ଏସିଡ୍‌ ଟାବଲେଟ୍‌ ବାଣ୍ଟିବା ପାଇଁ ଯୋଜନା କରିଛନ୍ତି। ଶିକ୍ଷକମାନେ ଏହି ଟାବ୍‌ଲେଟ୍‌ ବାଣ୍ଟିବେ। ଏନେଇ ଜିଲ୍ଲାପାଳଙ୍କୁ ଚିଠି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story