ବରିଷ୍ଠ ଅଧିକାରୀଙ୍କୁ କରୋନା; ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍‌ ମନା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯୫୫ରେ ପହଞ୍ଚି ସାରିଥିବା ବେଳେ କରୋନା ଯୋଗୁ ୮ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି।  ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ବହୁ ଉଚ୍ଚପଦସ୍ଥ ଅଧିକାରୀ, କରୋନା ଯୋଦ୍ଧା ମଧ୍ୟ ଏଥିରେ ଆକ୍ରାନ୍ତ ହୋଇ ସାରିଲେଣି। ଏବେ ଜିଲ୍ଲାର କିଛି ବରିଷ୍ଠ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। From today onwards all […]

odisha-corona

odisha-corona

Niharika Rout
  • Published: Wednesday, 24 June 2020
  • Updated: 24 June 2020, 09:20 AM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯୫୫ରେ ପହଞ୍ଚି ସାରିଥିବା ବେଳେ କରୋନା ଯୋଗୁ ୮ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି।  ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ବହୁ ଉଚ୍ଚପଦସ୍ଥ ଅଧିକାରୀ, କରୋନା ଯୋଦ୍ଧା ମଧ୍ୟ ଏଥିରେ ଆକ୍ରାନ୍ତ ହୋଇ ସାରିଲେଣି। ଏବେ ଜିଲ୍ଲାର କିଛି ବରିଷ୍ଠ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ, ଆସନ୍ତା ୧୦ ଦିନ ଯାଏଁ ସର୍ବସାଧାରଣଙ୍କ ନିମନ୍ତେ ଯେକୌଣସି ଅଫିସ୍‌ ଯିବା ଉପରେ କଟକଣା ଲଗାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଗଞ୍ଜାମର ସବୁ ସରକାରୀ ଅଫିସ୍‌ ନିମନ୍ତେ ଏହି କଟକଣା ଲାଗୁ କରାଯାଇଛି। ଟ୍ୱିଟ ଯୋଗେ ଏପରି ନିର୍ଦ୍ଦେଶ ଦେଇଛନ୍ତି  ଜିଲ୍ଲାପାଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story