୭ ଗୋରୁ ଜୀବନ୍ତ ଦଗ୍ଧ, ୬ ଗୁରୁତର

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହାଣ୍ଡିଆଳି ଗାଁରେ ଗତକାଲି ବିଳମ୍ବିତ ରାତିରେ ଅଖାରି ବେହେରାଙ୍କ ଗୁହାଳରେ ନିଆଁ ଲାଗି ଯିବାରୁ ୭ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ୬ଟି ଗୋରୁଙ୍କ ଅବସ୍ଥା ଗୁରୁତର ରହିଛି। ଅଗ୍ନିକାଣ୍ଡରେ ଗୁହାଳଟି ପୂରା ପାଉଁଶ ହୋଇଯାଇଛି। ବ୍ରହ୍ମଗିରି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ତେବେ ଗୁହାଳ ଘରୁ ମଶାଙ୍କୁ ଘଉଡ଼ାଇବାକୁ ଦିଆଯାଇଥିବା ଧୂଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ […]

cow1

cow1

Jitendra Garnayak
  • Published: Thursday, 29 November 2018
  • Updated: 29 November 2018, 08:58 AM IST

Sports

Latest News

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହାଣ୍ଡିଆଳି ଗାଁରେ ଗତକାଲି ବିଳମ୍ବିତ ରାତିରେ ଅଖାରି ବେହେରାଙ୍କ ଗୁହାଳରେ ନିଆଁ ଲାଗି ଯିବାରୁ ୭ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ୬ଟି ଗୋରୁଙ୍କ ଅବସ୍ଥା ଗୁରୁତର ରହିଛି।

ଅଗ୍ନିକାଣ୍ଡରେ ଗୁହାଳଟି ପୂରା ପାଉଁଶ ହୋଇଯାଇଛି। ବ୍ରହ୍ମଗିରି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।

ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ତେବେ ଗୁହାଳ ଘରୁ ମଶାଙ୍କୁ ଘଉଡ଼ାଇବାକୁ ଦିଆଯାଇଥିବା ଧୂଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story