ସ୍ପାରେ ଭିତରେ ଚାଲିଥିଲା ଖେଳ, ଥାଇଲାଣ୍ଡରୁ ଆସି ଜମେଇଥିଲେ ବେପାର

ଭୁବନେଶ୍ୱର(ଓଡିଶା ରିପୋର୍ଟର):  ରାଜଧାନୀ ଭୁବନେଶ୍ୱରରେ ଥାଇଲାଣ୍ଡ ମେମ୍‌। ଠିକଣା ଥିଲା ବାପୁଜୀ ନଗର। ଆଉ ଏଇଠି ଜମୁଥିଲା ବେପାର। ଦାମିକିଆ ଗରାଖ ବି ଜୁଟୁଥିଲେ ମଉଜ କରିବାକୁ । ହେଲେ ଆଜି ଧରାପଡିଛି କଳା କାରନାମା। କମିଶନରେଟ୍‌ ପୋଲିସ ଏହି ବିଦେଶୀ ସେକ୍ସ ରାକେଟ୍‌ର ପର୍ଦ୍ଧାଫାଶ କରିଛି। ଧରାପଡିଛନ୍ତି ୮ ସୁନ୍ଦରୀ ବିଦେଶୀ ବାରାଙ୍ଗନା। ବାପୁଜୀନଗର ଭଳି ରାଜଧାନୀର ବ୍ୟସ୍ତବହୂଳ ଅଞ୍ଚଳରେ ଏଭଳି କାରବାର ଚାଲିଥିବା ସୁରାକ୍‌ ପାଇବା ପରେ ପଦକ୍ଷେପ ନେଇଛି ପୋଲିସ। ଖାଲି ୮ […]

tahi copy

Rakesh Mallick
  • Published: Saturday, 19 May 2018
  • , Updated: 19 May 2018, 06:00 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର):  ରାଜଧାନୀ ଭୁବନେଶ୍ୱରରେ ଥାଇଲାଣ୍ଡ ମେମ୍‌। ଠିକଣା ଥିଲା ବାପୁଜୀ ନଗର। ଆଉ ଏଇଠି ଜମୁଥିଲା ବେପାର। ଦାମିକିଆ ଗରାଖ ବି ଜୁଟୁଥିଲେ ମଉଜ କରିବାକୁ । ହେଲେ ଆଜି ଧରାପଡିଛି କଳା କାରନାମା। କମିଶନରେଟ୍‌ ପୋଲିସ ଏହି ବିଦେଶୀ ସେକ୍ସ ରାକେଟ୍‌ର ପର୍ଦ୍ଧାଫାଶ କରିଛି। ଧରାପଡିଛନ୍ତି ୮ ସୁନ୍ଦରୀ ବିଦେଶୀ ବାରାଙ୍ଗନା। ବାପୁଜୀନଗର ଭଳି ରାଜଧାନୀର ବ୍ୟସ୍ତବହୂଳ ଅଞ୍ଚଳରେ ଏଭଳି କାରବାର ଚାଲିଥିବା ସୁରାକ୍‌ ପାଇବା ପରେ ପଦକ୍ଷେପ ନେଇଛି ପୋଲିସ।

ଖାଲି ୮ ବିଦେଶିନୀ ନୁହଁନ୍ତି ତାଙ୍କ ସହ ଧରାପଡିଛନ୍ତି ୭ ଜଣ ଯୁବକ। ପୋଲିସ ସମସ୍ତଙ୍କୁ ନେଇ ଥାନାରେ ଅଟକ ରଖିଛି। ଏଠାରେ ଥିବା ଏକ ସ୍ପାରେ ଚାଲିଥିଲା ଏମିତି କାରବାର।

ସୂଚନା ଯୋଗ୍ୟ, ନିକଟରେ ଏକ ସେକ୍ସ ରାକେଟ୍‌ ଠାବ କରାଯାଇଥିଲା ଆଚାର୍ଯ୍ୟ ବିହାର ଅଞ୍ଚଳରୁ। ଏଠାରେ ଥିବା ଏକ ଭଡ଼ାଘରୁ କମିଶନରେଟ୍‌ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ଏହି ରାକେଟ୍‌କୁ ଠାବ କରିଥିଲା। ଘଟଣାସ୍ଥଳରୁ ପୋଲିସ କିଙ୍ଗପିନ୍‌ ସହ ୪ ଜଣ ଯୁବତୀ ଏବଂ ଜଣେ ଗ୍ରାହକଙ୍କୁ ଧରିଥିଲା।

Related story