ରାଜଧାନୀରେ ଚାଲିଥିଲା ଦେହବେପାର! ୩ ଯୁବତୀ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରି ଦେବା ନାଁରେ ଶିକ୍ଷିତ ଯୁବତୀଙ୍କୁ ଦେହ ବେପାର କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ତାହା ପୁଲିସ ରାଜଧାନୀ ଭୁବନେଶ୍ୱରରେ। ଏନେଇ ଜଣେ ପୀଡ଼ିତା ଅଭିଯୋଗ କରିବା ପରେ କମିଶନରେଟ୍‌ ପୁଲିସ୍‌ ୩ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ବର୍ତ୍ତମାନ ପରିସ୍ଥିତିରେ ରାଜଧାନୀରେ ଯଦି ଏପରି ଚିତ୍ର, ତାହାହେଲେ ଦୁର୍ଗମ ଅଞ୍ଚଳରେ କେମିତି ମିଳୁଥିବ ଚାକିରି। ମଞ୍ଚେଶ୍ୱର ଥାନା ସତ୍ୟବିହାରରେ ଏକ ଭଡ଼ା ଘରେ […]

Sex Racket

Sex Racket

Manoranjan Sial
  • Published: Monday, 25 October 2021
  • Updated: 25 October 2021, 04:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରି ଦେବା ନାଁରେ ଶିକ୍ଷିତ ଯୁବତୀଙ୍କୁ ଦେହ ବେପାର କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ତାହା ପୁଲିସ ରାଜଧାନୀ ଭୁବନେଶ୍ୱରରେ। ଏନେଇ ଜଣେ ପୀଡ଼ିତା ଅଭିଯୋଗ କରିବା ପରେ କମିଶନରେଟ୍‌ ପୁଲିସ୍‌ ୩ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ବର୍ତ୍ତମାନ ପରିସ୍ଥିତିରେ ରାଜଧାନୀରେ ଯଦି ଏପରି ଚିତ୍ର, ତାହାହେଲେ ଦୁର୍ଗମ ଅଞ୍ଚଳରେ କେମିତି ମିଳୁଥିବ ଚାକିରି।

ମଞ୍ଚେଶ୍ୱର ଥାନା ସତ୍ୟବିହାରରେ ଏକ ଭଡ଼ା ଘରେ ଚାଲିଥିଲା କନ୍‌ସଲଟାନ୍ସି। ଯେଉଁଛି ବେକାର ଶିକ୍ଷିତ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଦିଆଯାଉଥିଲା ପ୍ରତିଶ୍ରୁତି। ଯେଉଁଥିପାଇଁ ଦୂରଦୂରାନ୍ତରୁ ଧାଇଁ ଆସୁଥିଲେ ବେକର ଯୁବତୀମାନେ। ମାତ୍ର ସେଠାରେ ସେମାନଙ୍କୁ ଚାକିରି ଦିଆଯିବା ପରିବର୍ତ୍ତେ ବିଭିନ୍ନ ବେଆଇନ୍‌ କାମରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ଯୁବତୀମାନଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଥିଲା। ରବିବାର ଜଣେ ମହିଳା ଦେହ ଦଲାଲଙ୍କ କବଳରୁ ଖସି ଆସି ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି କମିଶନରେଟ୍‌ ପୁଲିସ ଆଜି ସତ୍ୟବିହାରରେ ଥିବା କନ୍‌ସଲଟାନ୍ସିରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଘର ଭିତରୁ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଏହି ମାମଲାରେ କନ୍‌ସଲଟାନ୍ସି ଏଜେନ୍ସିର ମାଲିକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଘର ଭିତରୁ କଣ୍ଡୋମ୍‌ ଓ ବିଭିନ୍ନ ମେଡ଼ିସନ୍‌ ମିଳିଛି।

ତେବେ ପୂରା ଘଟଣାକୁ ଖଣ୍ଡନ କରିଛନ୍ତି ଗିରଫ ହୋଇଥିବା ଅଭିଯୁକ୍ତ। ସେ କହିଛନ୍ତି, ଯାହା ଅଭିଯୋଗ ହୋଇଛି, ତାହା ସମ୍ପୂର୍ଣ୍ଣ ମିଛି।

[caption id="attachment_686423" align="aligncenter" width="650"]Sex Racket ଭୁବନେଶ୍ୱରରୁ ଉଦ୍ଧାର ହୋଇଥିବା ଯୁବତୀ[/caption]

ମିଳିଥିବା ସୂଚନା ଅନୁସାରେ କନ୍‌ସଲଟାନ୍ସିଟି ଦୀର୍ଘ ଦିନ ଧରି ଚାଲିଥିଲା। ଚାକିରି ପାଇଁ ବେକାର ଯୁବକ ଓ ଯୁବତୀମାନେ ଆସୁଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି। ମାତ୍ର ଚାକିରି ଦେବା ନାଁରେ ଦେହ ବେପାର ଚାଲିଥିଲା, ସେ ସମ୍ପର୍କରେ କେହି ଜାଣିନଥିଲେ। ଏବେ କଥା ପ୍ରଘଟ ହେବା ପରେ ଆକ୍‌ସନ୍‌ ମୋଡ୍‌କୁ ଆସିଛି ପୁଲିସ। ଆଉ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story