ଅଜଣା ଜନ୍ତୁଙ୍କ ଆକ୍ରମଣରେ ୫ ମେଣ୍ଢାଙ୍କ ମୃତ୍ୟୁ

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲାର ସାଲେପୁର ଲୁଣାହାର ଗାଁରେ ପୁଣି ଅଜଣା ଜନ୍ତୁ ଆକ୍ରମଣରେ ୫ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ରବୀନ୍ଦ୍ର ବେହେରା ନାମକ ଜଣେ ଚାଷୀଙ୍କ ଗୁହାଳରେ ପଶି ଅଜଣା ଜନ୍ତୁ ଏହି ମେଣ୍ଢା ଗୁଡ଼ିକୁ ମାରି ଦେଇଥିବା ଆଶଙ୍କା କରାଯାଉଛି। ଏପରିକି ଅଜଣା ଜନ୍ତୁର ପାଦ ଚିହ୍ନ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି। ସାଲେପୁର ଅଞ୍ଚଳରେ ଏଭଳି ମେଣ୍ଢା ମଡ଼କ ପ୍ରଥମ ହୋଇଥିବାରୁ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି। ସ୍ଥାନୀୟ […]

sheep

Rakesh Mallick
  • Published: Saturday, 30 June 2018
  • , Updated: 30 June 2018, 03:08 PM IST

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲାର ସାଲେପୁର ଲୁଣାହାର ଗାଁରେ ପୁଣି ଅଜଣା ଜନ୍ତୁ ଆକ୍ରମଣରେ ୫ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ରବୀନ୍ଦ୍ର ବେହେରା ନାମକ ଜଣେ ଚାଷୀଙ୍କ ଗୁହାଳରେ ପଶି ଅଜଣା ଜନ୍ତୁ ଏହି ମେଣ୍ଢା ଗୁଡ଼ିକୁ ମାରି ଦେଇଥିବା ଆଶଙ୍କା କରାଯାଉଛି। ଏପରିକି ଅଜଣା ଜନ୍ତୁର ପାଦ ଚିହ୍ନ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି। ସାଲେପୁର ଅଞ୍ଚଳରେ ଏଭଳି ମେଣ୍ଢା ମଡ଼କ ପ୍ରଥମ ହୋଇଥିବାରୁ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି। ସ୍ଥାନୀୟ ପ୍ରଶାସନକୁ ଏ ସମ୍ପର୍କରେ ଅବଗତ କରାଯାଇଛି।

ଗତବର୍ଷ ନିଆଳି ସାଙ୍ଗକୁ ରାଜ୍ୟର ଅନ୍ୟ ସ୍ଥାନରେ ଅଜଣାଜନ୍ତୁ ଆକ୍ରମଣରେ ପ୍ରାୟ ୩ଶହରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁ ଘଟିଥିଲା।

ନିଆଳି ବ୍ୟତୀତ ଚଳିତ ବର୍ଷ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅଜଣାଜନ୍ତୁ ଆକ୍ରମଣରେ ମେଣ୍ଢା ମୃତ୍ୟୁ ଘଟିଥିଲା।

Related story