ଡମ୍ପିଂୟାର୍ଡକୁ ବିରୋଧ: ସ୍ଥାନାନ୍ତର ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

କଟକ: କଟକ ସତୀଚଉରା ଡମ୍ପିଂୟାର୍ଡକୁ ନଗର କଂଗ୍ରେସ କମିଟି ପକ୍ଷରୁ ବିରୋଧ କରାଯାଇଛି। ସତୀଚଉରା ଛକରେ ଟାୟାର  ଜାଳି ଦଳ  ପକ୍ଷରୁ ରାସ୍ତାରୋକ କରାଯାଇଛି। ସହର ଭିତରେ ଥିବା ଏହି ଡମ୍ପିଂୟାର୍ଡକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦଳ ଦାବି କରିଛି। ଘଟଣାସ୍ଥଳରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ମାସେ ଭିତରେ ଡମ୍ପିଂୟାର୍ଡ ସ୍ଥାନାନ୍ତର ନେଇ ଅଧିକାରୀ ଜଣଙ୍କ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 12:55 PM IST

କଟକ: କଟକ ସତୀଚଉରା ଡମ୍ପିଂୟାର୍ଡକୁ ନଗର କଂଗ୍ରେସ କମିଟି ପକ୍ଷରୁ ବିରୋଧ କରାଯାଇଛି। ସତୀଚଉରା ଛକରେ ଟାୟାର  ଜାଳି ଦଳ  ପକ୍ଷରୁ ରାସ୍ତାରୋକ କରାଯାଇଛି। ସହର ଭିତରେ ଥିବା ଏହି ଡମ୍ପିଂୟାର୍ଡକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦଳ ଦାବି କରିଛି।

ଘଟଣାସ୍ଥଳରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ମାସେ ଭିତରେ ଡମ୍ପିଂୟାର୍ଡ ସ୍ଥାନାନ୍ତର ନେଇ ଅଧିକାରୀ ଜଣଙ୍କ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

Related story